ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଭଜନ ପରିବେଷଣ
ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚ ର ଦେବଙ୍କ ମନ୍ଦିର ପରିସରରେ ଥିବା ସିରିଡ଼ି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଭକ୍ତି ଆରାଧନା ପକ୍ଷରୁ ଭଜନ ପରିବେଷଣ ହୋଇଥିଲା ।
ଏହି ମଞ୍ଚକୁ ପରିଚାଳନା କରିଥିଲେ ପ୍ରଦିପ କୁମାର ଓ ତାଙ୍କ କଣ୍ଠରୁ ଓମ୍ ସାଇ ରାମ ଭଜନ ପରିବେଷଣ…