ଆରୋଗ୍ୟମ୍ ଯୋଗ ୱେଲ୍ଫେୟାର ଆସୋସିଏସନ୍ ସ୍ୱନକ୍ଷତ୍ର ଉତ୍ସବ
ଢେଙ୍କାନାଳ : ଆରୋଗ୍ୟମ୍ ଯୋଗ ୱେଲ୍ଫେୟାର ଆସୋସିଏସନ୍ର ୧ମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟିତ ହୋଇଥିଲା ।
ଏଥିରେ ମୁଖ୍ୟବକ୍ତା ରୂପେ ଶ୍ରୀ ଶ୍ରୀ…