Take a fresh look at your lifestyle.

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗରୁଡ଼ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ସନ୍ଧ୍ୟା ସମୟରେ ନୂତନ ବସ୍ତ୍ର ଗରୁଡ଼ ଙ୍କୁ ତୁଳସୀ ମାଳ ପୁଲ , ଖଇ , ଲୁଣ ଘିଅ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇଥିଲା । ପୂଜକ ମନ ସୁମନ ମିଶ୍ର , ପୂଜକ ଶ୍ରୀବତ୍ସ…

ଟ୍ରକ୍ ଧକ୍କାରେ ମହିଳା ମୃତ

ଢେଙ୍କାନାଳ ସଦର,୨୨ା୧୧(ନି.ପ୍ର): ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଗୋବିନ୍ଦପୁର ପଞ୍ଚାୟତ ଗହମଖୁଣ୍ଟୀଠାରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସଦର ଥାନା ଅନ୍ତର୍ଗତ ବିରାଡିଆ ଗ୍ରାମର ବାବୁ ନାୟକଙ୍କ ପତ୍ନୀ ଇନ୍ଦିରା ନାୟକ ବୁଧବାର ମଧ୍ୟାହ୍ନ ୧୨ଟାରେ ନିଜ…

ଢେଙ୍କାନାଳ ସଦର ବ୍ଲକ୍ ଘେରିଲା ବିଜେପି

ଢେଙ୍କାନାଳ ସଦର,୧୮ା୧୧(ନି.ପ୍ର):  ଓଡିଶା ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଶନିବାର ବିଜେପି ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ୍ ଘେରାଉ କରାଯାଇଥିଲା । ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ହନୁମାନ ବାଟିକାରୁ କାର୍ଯ୍ୟକର୍ତାମାନେ ଏକ ବିଶାଳ ରାଲିରେ…

ଗଁନ୍ଦିଆ ବ୍ଲକ ରେ ବିଜେପି ର ଜନ ଆକ୍ରୋଶ ଶୋଭାଯାତ୍ରା ଓ ବ୍ଲକ ଘେରାଉ

ଗଁନ୍ଦିଆ ୨୧/୧୧ - ଢ଼େଙ୍କାନାଳ ବିଜେପି ପକ୍ଷରୁ ଆଜି ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକରେ ଜନ ଆକ୍ରୋଶ ଶୋଭାଯାତ୍ରା ଓ ବ୍ଲକ ଘେରାଉ ପ୍ରଦର୍ଶନ କରାଯାଇଛି। ପ୍ରାୟ ୩ହଜାର ରୁ ଉର୍ଦ୍ଧ ନେତା ଓ କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଦଳ ପକ୍ଷରୁ ସମସ୍ତେ ଗଁନ୍ଦିଆ କଲେଜ…

ରସି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ:ପ୍ରେମିକ ମୃତ ପ୍ରେମିକା ଗୁରୁତର

ପ୍ରେମ ପାଇଁ ଗଲା ପ୍ରେମିକର ଜୀବନ, ଗୁରୁତର ପ୍ରେମିକା ଡାକ୍ତରଖାନାରେ ଭର୍ତ୍ତି ଢେଙ୍କାନାଳ ସଦର:ପ୍ରେମ କୁ ନେଇ ଢେଙ୍କାନାଳରେ ଘଟିଛି ଅଭାବନୀୟ ଘଟଣା । ବେକରେ ରସି ଲଗାଇ ଗଛ ରେ ଝୁଲି ପଡିଲେ ପ୍ରେମୀ ଯୁଗଳ । ତେବେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଜଣଙ୍କ ଗୁରୁତର ହୋଇଛନ୍ତି।…

ରୋଟାରୀ କ୍ଲବ ରାଜଧାନୀ ପକ୍ଷରୁ ଗୋପବନ୍ଧୁ ଟାଉନ ହଲ ଠାରେ “ସାହିତ୍ୟ ସମ୍ଭାର ସମାବେଶ”

ଢେଙ୍କାନାଳ - ରୋଟାରିକ୍ଲବ ରାଜଧାନୀ, ଭୁବନେଶ୍ୱର ଆନୁକୂଲ୍ୟରେ ଅବାହିକା ନାରୀକଵି ରୋଟାରିଆନ ସସ୍ମିତା ଦାଶ ଙ୍କ ଆବାହକତ୍ୱ ରେ 19.11.2023 ରବିବାର ଦିନ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲ ପରିସରରେ "ସାହିତ୍ୟ ସମ୍ଭାର ସମାବେଶ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ଏହି ରାଜ୍ୟ ସ୍ତରୀୟ…

ସାମ୍ପ୍ରତିକ ଗବେଷଣା ର ଧାରା ଅନୁଯାଇ ପାଠ୍ୟକ୍ରମ ରେ ପରିବର୍ତନ ରସାୟନ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନିୟୋଜନ…

(ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେଜାତୀୟ ସମ୍ପାନ) ଢେଙ୍କାନାଳ - ସାମ୍ପ୍ରତିକ ଗବେଷଣା ର ଧାରା ଅନୁଯାଇ ପାଠ୍ୟକ୍ରମ ରେ ପରିବର୍ତନ ରସାୟନ ବିଜ୍ଞାନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନିୟୋଜନ ପାଇଁ ଉପଯୁକ୍ତ କରିବ ବୋଲି ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଅନୁଷ୍ଟିତ ଜାତୀୟ…

ଓଡାପଡା  ରେ କୃଷକ ତାଲିମ୍ ଶିବିର ଏବଂ କୃଷି ଯନ୍ତ୍ରପାତି ବଣ୍ଟନ

ଢେଙ୍କାନାଳ: ଅଖିଳ ଭାରତୀୟ ସମନ୍ୱିତ ଅନୁସନ୍ଧାନ ପ୍ରକଳ୍ପ ଅଧିନ ସଠିକ୍ ପୋଷଣ ଓ ଶରୀର କ୍ରିୟା ମାଧ୍ୟମରେ ପ୍ରାଣୀମାନଙ୍କର ପ୍ରଜନନ କ୍ଷମତା ଅଭିବୃଦ୍ଧି ପରିଯୋଜନା ନିମନ୍ତେ ,ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର…

ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ

ଢେଙ୍କାନାଳ: ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ସହରସ୍ଥ ବାଣିଜ୍ୟ ଭବନ ଠାରେ ଢେଙ୍କାନାଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଭା ଦ୍ୱାରା ଆହୁତ ଏକ ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ଏହି ପରାକ୍ରମୀ ଓ ସ୍ୱାଭିମାନୀ…

ପାଚିକା – ସହାୟିକା ସଂଘର ବୈଠକ: ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ ଦାବୀ

ଢେଙ୍କାନାଳ :  ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଗତ ସେପ୍ଟେମ୍ବର ୨୭ ତାରିଖରେ ହୋଇଯାଇଥିବା…