ଜିଲ୍ଲା ଖବର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ Ruparekha News Apr 14, 2023 0 ଓଡ଼ାପଡ଼ା ବ୍ଲକର୨୮ଟିପଞ୍ଚାୟତର ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ
ରାଜ୍ୟ ଖବର କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ Ruparekha News Feb 15, 2023 0 କୋଣାର୍କ : ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପୂର୍ବାହ୍ନରେ କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ପରିସରରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ସଚେତନତା ଶିବିରରେ କୋଣାର୍କ…
ଜିଲ୍ଲା ଖବର ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଓଡିଶା ଟିମକୁ ୧ସ୍ୱର୍ଣ୍ଣ ଓ ୩ ରୋୖପ୍ୟ ପଦକ Ruparekha News Feb 14, 2023 0 ଢେଙ୍କାନାଳ: ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ପ୍ରତିଯୋଗୀଙ୍କ ସଫଳତା, କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଜଣାଇଲେ ଶୁଭେଚ୍ଛା । ।ମହାରାଷ୍ଟ୍ରର ପୁନେ ସହର ସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ…
ଜିଲ୍ଲା ଖବର ହିରୋ XOOM ସ୍କୁଟର ବଜାର ପ୍ରବେଶ Ruparekha News Feb 14, 2023 0 ଢେଙ୍କାନାଳ: ହିରୋ ମୋଟୋକର୍ପ ର ଅଧିକୃତ ବିକ୍ରେତା ସୋମ ଅଟୋରେ ହିରୋ XOOM ସ୍କୁଟର ର ବଜାର ପ୍ରବେଶ ମହାସମାରୋହରେ ଅନୁଷ୍ଠିତ ହୋଯାଇଅଛି। ସ୍ଥାନୀୟ AXIS BANK ର ବରିଷ୍ଟ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସାହୁ କେକ୍ କାଟି ଏହାର ଶୁଭ ଉଦଘାଟନ କରିଥିଲେ। 110CC ବିଶିଷ୍ଟ…
ଜିଲ୍ଲା ଖବର ଭୁବନ ସରସ୍ୱତୀଶିଶୁବିଦ୍ୟାମନ୍ଦିର ର ୩୩ ତମବାର୍ଷିକଉତ୍ସବ Ruparekha News Feb 14, 2023 0 ଭୁବନ : ଭୁବନ ସହର ଉପକଣ୍ଠସ୍ଥ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ର ୩୩ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତହୋଇଯାଇଛି । ପରିଚାଳନା କମିଟି ସଭାପତି ପ୍ରଭାତକୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଳ୍ପ…
ଜିଲ୍ଲା ଖବର ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଛାତ୍ରୀଙ୍କ ନିଯୁକ୍ତି ନିମନ୍ତେ ସଚେତନତା Ruparekha News Feb 14, 2023 0 ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଇକ୍ୟୁଏସି ସେଲ୍ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓଡିଶା ଶାଖା ତରଫରୁ ଛାତ୍ରୀମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କ୍ରେ ନିଯୁକ୍ତି ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର…
ଜିଲ୍ଲା ଖବର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍ଘାଟିତ Ruparekha News Feb 14, 2023 0 ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଙ୍କ ନିମନ୍ତେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା କୌଶଳ ଉଦ୍ଘାଟିତ ହୋଇଯାଇଛି । ସମଗ୍ର ଶିକ୍ଷା ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । କଲେଜର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଏହାକୁ…
ଜିଲ୍ଲା ଖବର ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷି ମେଳା ଉଦଯାପିତ Ruparekha News Feb 13, 2023 0 ଢେଙ୍କାନାଳ: ଗତ ୧୦ ତାରିଖଠାରୁ ଢେଙ୍କାନାଳ ମିନି ଷ୍ଟାଡିୟମ୍ରେ ଚାଲୁଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷି ମେଳା ସୋମବାର ଉଦଯାପିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷ କ୍ଷେତ୍ରରେ ଅଧିକ ଉତ୍ପାଦନ କରିଥିବା…
ଜିଲ୍ଲା ଖବର ମୋ କଲେଜ ଅଭିଯାନ ରେ ଅର୍ଥ ସଂଗ୍ରହ କୁ ଗୁରୁତ୍ୱ Ruparekha News Feb 13, 2023 0 ଢେଙ୍କାନାଳ:ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ଯାଳୟ ପରିସରରେ ୧୯୭୨-୭୪ ଇଣ୍ଟରମିଡିଏଟ୍ ବିଜ୍ଞାନ ଛାତ୍ରଛାତ୍ରୀମାନେ ଏକ ବନ୍ଧୁମିଳନ ସମାରୋହ ଆୟୋଜନ କରି ମୋ କଲେଜ ଅଭିଯାନ ରେ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ।ପୁରାତନ ଛାତ୍ରୀ ଛାତ୍ର ମାନେ 20 ହଜାର ଟଙ୍କା ନଗଦ ମୋ କଲେଜ…
ରାଜ୍ୟ ଖବର ରେଡ଼ିଓ ନମସ୍କାରର ୧୩ତମ ପ୍ରତିଷ୍ଠା ଦିବସ ପାଳିତ Ruparekha News Feb 12, 2023 0 କୋଣାର୍କ : ଓଡ଼ିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ରବିବାର ଅପରାହ୍ନରେ ତା'ର ୧୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ସୂଚନା ଯୋଗ୍ୟ ୨୦୧୦ମସିହା ଫେବୃଆରୀ ୧୨ ତାରିଖ ରେ ରେଡିଓ ନମସ୍କାର ତାର ପ୍ରସାରଣ ଆରମ୍ଭ କରିଥିଲା, ଦେଖୁ ଦେଖୁ ସେ ଆଜି ୧୩ ବର୍ଷ ରେ ପଦାର୍ପଣ…