Take a fresh look at your lifestyle.

ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ପରିସରରେ ପିତାମାତା ସହଭାଗିତା ବୈଠକ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ପିତାମାତା ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବିଦ୍ୟାଳୟରେ ମୋଟ୍ ୩୨୮ ଜଣ ଅନୁସୂଚିତ ଜନଜାତି ଓ ଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କର ପିତାମାତା ଓ…

ଅଳ୍ପ ମୋରମ ପକାଇ ଠିକାଦାର ଖାଇଦେଲେ ୨,୯୫,୩୩୫ ଟଙ୍କା

କଙ୍କଡ଼ାହାଡ଼ ବ୍ଲକ୍ : ରାଜ୍ୟ ସରକାର ଏବଂ କେନ୍ଦ୍ରସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ଆସୁଛି! କିନ୍ତୁ ତାହା ସଠିକ୍ ରୂପରେ କାର୍ଯ୍ୟକାରୀ କରାଯାଉନାହିଁ। ଯାହା ଗରିବ ଖଟିଖିଆ ଲୋକ ହଇରାଣ ହେଉଛନ୍ତି। ରାସ୍ତା ହେଉ କି ପୋଖରୀ କିମ୍ବା ମାଟି କେନାଲ ଯାହା ସବୁ ମନରେଗା ଯୋଜନାରେ…

ପାଚିକା ସହାୟିକା ସଂଘର ବୈଠକ

ଢେଙ୍କାନାଳ : ସ୍ଥାନୀୟ ଯାଉଁଳୀ ପୋଖରୀ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଗତ ତା.୦୯.୦୮.୨୦୨୩ରିଖରେ ହୋଇଯାଇଥିବା ଆନ୍ଦୋଳନର ସମୀକ୍ଷା…

କାଳୀୟ ଦଳନ ଏକାଦଶୀ ନିତି ପାଳିତ

ଢେଙ୍କାନାଳ : କୈବଲ୍ୟ ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି କାଳୀୟ ଦଳନ ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା।୧୦ଟା ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ…

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ଢେଙ୍କାନାଳ : ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଏ.ଡି.ଇ.ଓ. ସସ୍ମିତା ସାହୁ, ମୁଖ୍ୟ…

କାଇମାଟି ହାଇସ୍କୁଲ୍ ଠାରେ ବିଜ୍ଞାନ ସେମିନାର ଅନୁଷ୍ଠିତ

ଢେଙ୍କାନାଳ : ସଦର ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ କାଇମାଟି ହାଇସ୍କୁଲ୍ ଠାରେ "ମିଲେଟ୍ ଏକ ଉତମ ଖାଦ୍ୟ' ଉପରେ ଏକ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ୫୪ଜଣ ଛାତ୍ରଛାତ୍ରୀ ପାଠଚକ୍ରରେ ଅଂଶଗ୍ରହଣ କରି ପ୍ରସଙ୍ଗ ଉପରେ ନିଜସ୍ୱ ମତାମତ…

ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଓଟିଡିସି ହଲ ଠାରେ ଆସନ୍ତା ୧୬ତାରିଖ ଦିନ ଏକ ସ୍ୱଚ୍ଛ।କ୍ରୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ମହିମା ଧର୍ମଧାମ ବିକାଶ ପରିଷଦ, ଯୋରନ୍ଦା ଆନୁକୂଲ୍ୟରେ ଏହି ଶିବିର ପରିଚାଳିତ ହେବ । ସେଥିପାଇଁ ଆଜି ଯୋରନ୍ଦା ଶିବମନ୍ଦିର ଠାରେ ଆଜି…

ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ: ଗଁଦିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗୁରୁଦେବଜୀ ଫାଉଣ୍ଡେସନ ତରଫରୁ ଗଁଦିଆ ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ଓ ମୋ ପ୍ରତିଭା ମୋ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ଗଂଜାମ ଜିଲ୍ଲା ସରପଞ୍ଚ ସଂଗଠନର କ୍ଷୋଭପ୍ରକାଶ

ବ୍ରହ୍ମପୁର : ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତଗୁଡ଼ିକୁ ଲିଖିତଭାବେ ଅଖଣ୍ଡ କ୍ଷମତା ପ୍ରଦାନ ବ୍ୟବସ୍ଥା ରହିଛି ା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ବିଶେଷ କରି…

 ଚକ୍ରାନ୍ତ ଚଳାଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର -ଆମ୍ ଅଦମୀ ପାର୍ଟି

ଢ଼େଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ତିନି ଦିନ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରି ଭୁବନେଶ୍ୱର ଫେରିଛନ୍ତି l ପ୍ରଥମ ଦିନ…