Take a fresh look at your lifestyle.

ଐତିହାସିକ ବଳଦ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନ ୨୪.୯- ଭୁବନ ରେ ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା ନିମନ୍ତେ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଳଦ ଯାତ୍ରା ଶାନ୍ତି କମିଟି ଆବାହକ ବିଶ୍ଵନାଥ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ…

ଗଣେଶ ପୂଜାରେ ହାତୀ ମଣିଷ ଲଢେଇ ଉପରେ ସଚେତନତା

ଢେଙ୍କାନାଳ,୨୪ା୯: ଚଳିତ ବର୍ଷ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ରାଧାକୃଷ୍ଣ ବଜାର ପୂଜୋତ୍ସବକୁ କେବଳ ପୂଜା ଏବଂ ଭାସାଣି ଉତ୍ସବରେ ସିମିତ ନରହି ହାତୀ ମଣିଷ ଲଢେଇରେ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲାରେ ହେଉଥିବା ଉଭୟ ହାତୀ ମୃତୁ୍ୟ ଏବଂ ମଣିଷ ମୃତୁ୍ୟ ସଂଖ୍ୟାକୁ ହ୍ରାସ ଦିଗରେ ଏକ ସଚେତନତା…

ଢେଙ୍କାନାଳରେ ଓଡ଼ିଆ ସ୍ଵାକ୍ଷର ସଂକଳ୍ପ ଦିବସ -୨୦୨୩ ପାଳିତ

ଢେଙ୍କାନାଳ : ନୀଳଶୈଳ ,ବିଶ୍ଵ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ଆହ୍ବାନ କ୍ରମେ ସାରା ଦେଶ ପାଳନ କରିଛି ସ୍ବାକ୍ଷର ସଂକଳ୍ପ ଦିବସ ।ଏହି ଅବସରରେ ଢେଙ୍କାନାଳର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନ…

ବାରୁଆଁ (ବି ) ସେବା ସମବାୟ ସମିତି ଗୃହ ଉଦଘାଟନ

ଭୁବନ ୨୪.୯- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି ) ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହକୁ ଉଦଘାଟନ…

ମହାବୀର ୟୁଥ୍ କ୍ଲବ୍ ତରଫରୁ ଗଣେଶ ପୂଜା ପ୍ରସାଦ ସେବନ

ଢେଙ୍କାନାଳ: ଗଣେଶ ପୂଜା ଅବସରରେ ମୀନାବଜାର ଜଗନ୍ନାଥ ରୋଡସ୍ଥିତ ମହାବୀର ୟୁଥ୍ କ୍ଲବ୍ ତରଫରୁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ରାଇସ୍, ଡାଲ୍ମା, ବଡିମୁଗ ଶାଗ, ଟମାଟୋ ଖଟା, ଖୀରି ଓ ପୋଟଳ ବେସନ ତରକାରୀ ଇତ୍ୟାଦି ପ୍ରସାଦକୁ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ଭକ୍ତ ମହା ଆନନ୍ଦର ସହିତ ପାଇଥିଲେ…

କଂକା ଗ୍ରାମରେ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଢେଙ୍କାନାଳ, : ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧାଷ୍ଟମୀ ତିଥିରେ ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ମାଆ ଦୁର୍ଗା ପୂଜା ପ୍ରତିଷ୍ଠାନର ୩୦ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଭଳି ପୂଣ୍ୟ ତିଥିରେ ମୃଣ୍ମୟୀ ମୂର୍ତୀ ନିର୍ମାଣର୍ଥେ…

ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା

 କାମାକ୍ଷାନଗର : ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ କାମାକ୍ଷାନଗର ସାରଙ୍ଗଧର ଅଡିଟୋରିଅମରେ ଜନ୍ତାରିବୋଲ ଆଦର୍ଶ ବିଦ୍ୟାଳୟ ତତ୍ତ୍ଵାବଧାନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱନାଥପୁର ଆଦର୍ଶ ବିଦ୍ୟଳୟର ଛାତ୍ରଛାତ୍ରୀମାନେ ଭାଗନେଇ ଉତ୍ତମ…

ଗଣେଶ ପୂଜା ଅବସରରେ ଭାଗିରଥୀ ସାଗର ଯୁବକ ସଂଘ ତରଫରୁ ପ୍ରସାଦ ବଂଟନ

ଢେଙ୍କାନାଳ: ଅ।ଦ୍ୟ ମଧ୍ୟାହ୍ନରେ ଗଣେଶ ପୂଜା ଅବସରରେ ଭାଗିରଥୀ ଯୁବକ ସଂଘ ତରଫରୁ ମଣ୍ଡପ ପରିସରରେ ଏକ ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରସାଦସେବନ କରିଛନ୍ତି । ଅନ୍ନ, ଡାଲ୍ମା, ଶାଗ, ଆମ୍ବୁଲ ଖଟା, ଖୀରି ଓ ଫିଙ୍ଗର ଚିପ୍ସି ଇତ୍ୟାଦି ପ୍ରସାଦକୁ ମହା ଆନନ୍ଦରେ ଭକ୍ତମାନେ ପାଇଥିଲେ । ଏଥିରେ…

ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ

ଢେଙ୍କାନାଳ: ଶ୍ରୀ ରାଧାଷ୍ଟମୀ ତିଥିରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ କାର୍ଯ୍ୟ ପରମ୍ପରା ଓ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଅଛି । ସଂକୀର୍ତନ, ଚାଙ୍ଗୁବାଦ୍ୟ, ଘଂଟବାଦ୍ୟର ଶୋଭାଯାତ୍ରାରେ ସହର ଉପକଣ୍ଠସ୍ଥ ବ୍ରାହ୍ମଣୀ ନଦୀ କୁଳକୁ ଯାଇ ମା' ଲକ୍ଷ୍ମୀଙ୍କ…

ଶିକ୍ଷା ଏବଂ ଦକ୍ଷତା କେବଳ ନିଜ ପାଇଁ ନୁହେଁ, ସମାଜର ହିତ ପାଇଁ ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

• ସମାଜ ପ୍ରତି ଆମ ଗୁରୁ ଦାୟିତ୍ୱ ‘କର୍ତ୍ତବ୍ୟବୋଧ ମନୋଭାବ’କୁ ଆପଣାଇବା ନିହାତି ଜରୁରୀ • ନାରୀ ଶକ୍ତି ବନ୍ଦନ ଅଧିନିୟମ ଲିଙ୍ଗଗତ ସମାନତା ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ • "ଆକ୍ସେଲେରେଟିଂ ଷ୍ଟାର୍ଟଅପ ଇକୋସିଷ୍ଟମ" ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ • ଜାତୀୟ ଶିକ୍ଷା…