ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ଢେଙ୍କାନାଳ : ଢେଙ୍କାନାଳସଦର ବ୍ଲକ ଅନ୍ତର୍ଗତ କଙ୍କଡାହାଡ ଗ୍ରାମ ପଞ୍ଚାୟତ ସାରିଅଁ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରାକାର ଶତପଥୀଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ରହି ବଣସିଂହ ସ୍ଥିତ ଶଙ୍କରପୁର ବାସଭବନରେ ଚିକତ୍ସା ହେଉଥିଲେ…