ପ୍ରଦର୍ଶନୀ ମ୍ୟାଚରେ ସାମ୍ବାଦିକ ସଂଘ କୁ ହରାଇ କଳା ପରିଷଦ ବିଜୟୀ
ଭୁବନ:ଭୁବନ ମିନି ଷ୍ଟାଡିୟମ ଠାରେ ବୁଧବାର ସାମ୍ବାଦିକ ସଂଘ ଏବଂ କଳାପରିଷଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସଂଘକୁ ହରାଇ କଳା ପରିଷଦ ବିଜୟ ଲାଭ କରିଥିଲା। ପ୍ରଥମେ ଟସ ଜିଣି କଳାପରିଷଦ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ମଧ୍ୟରେ ୬ ଓ୍ଵିକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲେ ।…