Take a fresh look at your lifestyle.

ମାଗଣା ରକ୍ତ ପରୀକ୍ଷା ଶିବିର, ଔଷଧ ବିତରଣ

ଭୁବନ : ଆଜିର ସମାଜରେ ପିତା ,ମାତା ବୃଦ୍ଧ ବୃଦ୍ଧା ହୋଇଗଲେ ପୁଅ ମାନେ ନିର୍ଯ୍ୟାତନା ଦେବା ସହ ଜରାଶ୍ରମରେ ନେଇ ଛାଡି ଦେଉଥିବା ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଭୁବନରେ ଜନୈକ ପୁଅ ପିତା ମୁରଲୀଧର ଚିନରା ଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକରେ ପିତାଙ୍କ ସ୍ମୃତିରକ୍ଷା ପାଇଁ ମାଗଣା…

ଭୁବନରେ ବେଆଇନ ଜବରଦଖଲ ପ୍ରତି ଅଙ୍କୁଶ ନାହିଁ

ଭୁବନ:  ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଚଳିତବର୍ଷ ୫୦ ତମବାର୍ଷିକ ଉତ୍ସବ ଅର୍ଥାତ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେଏହି କ୍ଷୁଦ୍ର ସହରଟି ବିଭାଗୀୟ ଅଧିକାରୀ ଙ୍କ ନିଷ୍କ୍ରିୟତା ଯୋଗୁ ମାଷ୍ଟର ପ୍ଲାନ ରୁ ବଂଚିତ ହୋଇଛି । ପର୍ଯ୍ୟାପ୍ତ ସରକାରୀଜାଗା ଜବରଦଖଲକାରୀଙ୍କ କବଳକୁ…

ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

କଙ୍କଡାହାଡ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗଡପଳାଶୁଣି ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନମେଳା ବ୍ଲକ ସ୍ତରୀୟ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୬ଟି ପ୍ରକଳ୍ପ ଯୋଗଦାନ କରିଥିଲେ…

ମାନିନୀ ସାହୁ ଭୁବନ ଏନଏସି ଉପାଧ୍ୟକ୍ଷା ଭାବେ ନିର୍ବାଚିତ

ଭୁବନ :ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଭୁବନ ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡର କାଉନସିଲର ମାନିନୀ ସାହୁ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ  ସାହୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୮ ନମ୍ବର ୱାର୍ଡର କାଉନସିଲର ସସ୍ମିତା…

ବାଜିରାଉତ କଲେଜରେ ଅତ୍ମରକ୍ଷା କୌଶଳ ତାଲିମ ଶିବିର

ଭୁବନ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେଛାତ୍ରୀମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହିଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାରବେହେରା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଶିକ୍ଷାର୍ଥୀ (ଟ୍ରେନର) ଭାବେ  ଅମ୍ରିତାସାହୁ ଯୋଗଦେଇ…

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ କନିଷ୍ଠ କିରାଣୀ

ଭୁବନ: ଭୁବନ ଗୋଷ୍ଠୀଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର ଜନୈକ କନିଷ୍ଠ କିରାଣୀ ବିଭୁ ପ୍ରସାଦ ବେହେରା ଜଣେ ଶିକ୍ଷୟିତ୍ରୀଙ୍କର ମେଡିସିନ ବିଲ୍ ପାସକରାଇ ଦେବା  ପାଇଁ  ୫ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସହାତରେ ଧରାପଡିବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର…

ସହାନୁଭୂତିର ଶିକ୍ଷା ଦେଇଥାଏ ରମଜାନ ର ରୋଜା

କେଡ଼େ ଆନନ୍ଦର ମାସ ଆସିଲା ସାରା ସଂସାର ଆନନ୍ଦେ ହସିଲା, ଅଲ୍ଲାହ୍ ପାଦ ତଳେ ଯା'ର ଭକତି ତା'ର ହୃଦୟ ଆନନ୍ଦେ ନାଚୁଛି। ଆରବୀ ଶବ୍ଦ ରମଜାନ ଯାହାର ଆକ୍ଷରିକ ଅର୍ଥ ହେଲା ଜଳିଯିବା ଅର୍ଥାତ୍ ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ। ଇସଲାମି ହିଜରି କ୍ୟାଲେଣ୍ଡର ଅନୁସାରେ ରମଜାନ…

ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳନ

ଢେଙ୍କାନାଳ: ଭାରତ ମାତା ସେଵା ଅନୁଷ୍ଠାନ, ଢେଙ୍କାନାଳ ତରଫରୁ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ଦେଉଳସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କାଳ ଗଣନା ଅନୁଯାୟୀ ବ୍ରହ୍ମା ଙ୍କ ଦ୍ଵାରା ସୃଷ୍ଟିର ଆରମ୍ଭ ତିଥି ଚୈତ୍ର ଶୁଳ୍କ ପ୍ରତିପଦାକୁ ହିନ୍ଦୁ…

ନଗରପାଳ ଙ୍କ ଆହାର କେନ୍ଦ୍ର ପରିଦର୍ଶନ

ଭୁବନ : ଭୁବନ ଏନଏସି ର ନୂତନ ନଗରପାଳ ଶୁଭେନ୍ଦୁ ସାହୁ ପବିତ୍ର ଉତ୍କଳ ଦିବସ ଅବସରରେ ନୂଆବଜାରସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସାଧାରଣ ଲୋକଙ୍କ ସହ ଧାଡିରେ ଛିଡାହୋଇ ଟୋକନ ଦେଇ ୫ ଟଙ୍କିଆ ଆହାର ମିଲ ଖାଇ ସମସ୍ତଙ୍କ ମନ ଜିଣି ନେଇଥିଲେ । ଭୁବନ ଆହାର କେନ୍ଦ୍ର ଟି ଉତ୍କଳ…

ବାଣୀ ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ପାଳିତ

ଭୁବନ : ଭୁବନର ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ୮୭ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ନୂଆ ଭୁବନ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…