Take a fresh look at your lifestyle.

ଗୁଣ୍ଡିଚାପଡ଼ା ଠାରେ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ଜାମେ ମସଜିଦଠାରେ ଅହମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଜାମେ ମସଜିଦ ଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜମାଅତର ସଭାପତି ସୁଲେମାନ ଅଲୀ ଖାଁ ଏହି…

ଭୁବନ ରେ ୭୯ ପ୍ରତିଶତ ମତଦାନ

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳା ସହ ସକାଳ ୮ ଘଟିକାଠାରୁ ସଂଧ୍ୟା ୫ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ୫ ନମ୍ବର ୱାର୍ଡର ୮ ନମ୍ବର ବୁଥ କୁ ପିଙ୍କ ବୁଥ କରାଯାଇଥିଲା ।…

ପୌର ନିର୍ବାଚନ : ସକାଳ ୮ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ମତଦାନ

କୋଣାର୍କ: ପୌର ନିର୍ବାଚନ ଭୋଟ ଗଣତି ନିମନ୍ତେ ତାଲିମ କାର୍ଯ୍ୟକ୍ରମ ପୁରୀ ପ୍ରଦିକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୪ ତାରିଖରେ ନିମାପଡାର…

କାଳିନ୍ଦୀ ବାରିକ ସଦର ବ୍ଲକ ଉପାଧ୍ୟକ୍ଷ ହେଲେ

ଢେଙ୍କାନାଳ :ଢେଙ୍କାନାଳ ସଦର ପଞ୍ଚାୟତ ସମିତି ର ନୂତନ ଉପାଧ୍ୟକ୍ଷ ଭାବେ କାଳିନ୍ଦୀ ବାରିକ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି | ସେ ବିଜୁ ଜନତା ଦଳ ସମର୍ଥନ ରେ ଚାଉଳିଆ ଗ୍ରାମ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ | ସଦର ପଂଚାୟତ ସମିତି ଅଧ୍ୟଖ୍ୟା ତଥା ଶୁଆଖାଇ…

ସରୋଜିନୀ ଦ୍ୱିବେଦୀ ନିଦ୍ୱର୍ନ୍ଦରେ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ

ଭୁବନ : ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଏକତାଳି ପଂଚାୟତ ର ସମିତିସଭ୍ୟା ସରୋଜିନୀ ଦ୍ୱିବେଦୀ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ଦ୍ୱିବେଦୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିରୋଧି ଦଳରୁ କୌଣସି…

ବି.ବି. ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

ଢେଙ୍କାନାଳ:  ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ବିଶ୍ଵ ଜଳ ଦିବସ ପାଳିତ

ଢେଙ୍କାନାଳ:୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୨୨.୦୩.୨୦୨୨ ରିଖ ମଙ୍ଗଳବାର ରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର…

ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ ସକାଳେ ପଦଯାତ୍ରା , ଅପରାହ୍ନ ରେ ବାଇକ ରାଲି

ଭୁବନ: ଚଳିତ ପୌର ନିର୍ବାଚନର ଆସନ୍ତା କାଲି ହେଉଛି ପ୍ରଚାର ର ଅନ୍ତିମ ଦିବସ । ଏଥି ସକାଶେ ଆଜି ବିଜୁ ଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇ ଶକ୍ତି ପ୍ରର୍ଶନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…

ଭୁବନ ଥାନା ତରଫରୁ ସହରରେ ମାର୍ଚ୍ଚ ଫାଷ୍ଟ

ଭୁବନ : ଆସନ୍ତା ୨୪ ତାରିଖ ଗୁରୁବାର ଦିନ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ସଂପୂର୍ଣ୍ଣ ଭୟମୁକ୍ତ ଭାବେ ଭୋଟର ମାନେ ଯେଭଳି ଭୋଟ ଦେବେ ସେଥିପାଇଁ ଭୁବନ ଥାନା ତରଫରୁ ଆଜି ସାରା ସହରେ ମାର୍ଚ୍ଚ ଫାଷ୍ଟ କରାଯାଇଥିଲା ।…

ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁ

ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ (ସ.ଅ.ସ) ଏକ ଭବିଷ୍ୟତ ବାଣୀ କରିଥିଲେ ଯେ ଏପରି ଏକ ଯୁଗ ଆସିବ ଯେତେବେଳେ ଲୋକମାନଙ୍କର ନୈତିକ ଅଧଃପତନ ଘଟିବ , ଇସଲାମ କେବଳ ନାମକୁ ମାତ୍ର ରହିଯିବ ଏବଂ ଲୋକମାନେ ଏହାର ପ୍ରକୃତ ଶିକ୍ଷାର ପାଳନ କରିବା ଛାଡ଼ିଦେବେ । ଏହା ସହିତ ସେ ଏକ ଶୁଭ ସୂଚନା…