Take a fresh look at your lifestyle.
Yearly Archives

2026

ଇଫୁନା ଓ ଉଫୁନା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ଢେଙ୍କାନାଳ : ସ୍ଥାନୀୟ ଉଫୁନା କାର୍ଯ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନ ୮ଟା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଉଫୁନା) ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି…

ଖାଲ ପାଣିରେ ପଡ଼ି ବାଳକ ମୃତ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ନଡ଼ିଆଳୀ ପଞ୍ଚାୟତ ଅନ୍ତର୍ଗତ ରେଗେଡ଼ା ଗ୍ରାମରେ ଖାଲ ପାଣିରେ ପଡ଼ି ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ସୁଶାନ୍ତ ଦେହୁରୀଙ୍କ ପୁଅ ଆଦିତ୍ୟ ଦେହୁରୀ (୮)। ସୂଚନା ଅନୁଯାୟୀ, ଆଦିତ୍ୟ ଗ୍ରାମ ନିକଟସ୍ଥ ବିଲକୁ ଯାଇଥିବାବେଳେ କୌଣସି…

ନବାଗତଙ୍କୁ ସ୍ୱାଗତ କଲା ଆଇଆଇଏମ୍‌ସି

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ର ୨୦୨୬-୨୭ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୬ ଓ ୭ ତାରିଖରେ ଆୟୋଜିତ ଦୁଇଦିନିଆ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି। ଏଥିରେ ଗଣମାଧ୍ୟମ, କର୍ପୋରେଟ୍‌ ଓ ପ୍ରଶାସନିକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ପୁଣ୍ୟତିଥି ଅବସରରେ ସମାଜ ପକ୍ଷରୁ ରକ୍ତଦାନ ଶିବିର

 ଢେଙ୍କାନାଳ: ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ମହାନ ଦେଶଭକ୍ତ, ସେବକ ଶିରୋମଣି ଦୈନିକ ସମାଜ ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ପୁଣ୍ୟତିଥି ଅବସରରେ ରାଜ୍ୟ ର ପ୍ରମୁଖ ଦୈନିକ ଖବରକାଗଜ 'ସମାଜ' ପକ୍ଷରୁ ମହିମା ମହାବିଦ୍ୟାଳୟ, ଯୋରନ୍ଦା ପରିସରରେ ଆଜି…

ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବାକୁ ଗୁରୁତ୍ୱ

ଢେଙ୍କାନାଳ: ଆସନ୍ତା ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ପାଳନ ନିମନ୍ତେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍‌ଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଆଦାୟ ନ କରିବା ସହ ନିଶା ସେବନରୁ…

ବାଜି ରାଉତ ସ୍ମାରକ ଡାକ ଟିକେଟ ଦାବି ଲୋକସଭାରେ ପ୍ରସଙ୍ଗ ଉଠାଇଲେ ରୁଦ୍ର ପାଣି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅମର ଶହୀଦ ବାଜି ରାଉତଙ୍କ ଶତତମ ଜନ୍ମଜୟନ୍ତୀ ଅବସରରେ ସ୍ମାରକ ଡାକ ଟିକେଟ ପ୍ରକାଶ କରିବା ଦାବି ଲୋକସଭାରେ ଉଠିଛି। ଶୁକ୍ରବାର ନିୟମ-୩୭୭ ଅନୁଯାୟୀ ଭାଜପା ସାଂସଦ ରୁଦ୍ର ନାରାୟଣ ପାଣି ଏହି ପ୍ରସଙ୍ଗ ଉଠାଇଥିଲେ। ସାଂସଦ ପାଣି କହିଥିଲେ, ୧୯୨୬ ଅକ୍ଟୋବର…

ଅଣନିଶ୍ୱାସୀ ହୋଇ ୬ ଛାତ୍ରୀ ଅସୁସ୍ଥ

ଗଁଦିଆ : ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀଗୃହରେ ଅତ୍ୟଧିକ ଛାତ୍ରଛାତ୍ରୀ ବସିବା ଯୋଗୁଁ ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବା…

ଜୈବିକ ଖତ ସାର ପ୍ରସ୍ତୁତି ଓ ପ୍ରୟୋଗ ତାଲିମ

 ଢେଙ୍କାନାଳ: ଓଡାପଡା ବ୍ଲକ ଇନ୍ଦିପୁର ପଞ୍ଚାୟତରେ ଢେଙ୍କାନାଳ କୣଷକ ଉତ୍ପାଦକ କଂପାନୀ , କାଇମାଟି ତରଫରୁ ଜୈବିକ ଖତ ସାର ପ୍ରସ୍ତୁତି ଓ ପ୍ରୟୋଗ ତାଲିମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ କୣଷି ଯୋଜନା ଅଧିକାରୀ ତୁଷାରକାନ୍ତ ସାହୁ ଯୋଗଦେଇ ବିହନ ବିଶୋଧନ ପାଇଁ…

ଆଇଆଇଏମସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ନଅଙ୍କ ଦୁର୍ଭିକ୍ଷ ସମୟରେ ଜନସାଧାରଣଙ୍କ ଦୁର୍ଦ୍ଦଶା ପ୍ରଶାସନଙ୍କ ଦୃଷ୍ଟିକୁ ଆଣିବା, ଓଡ଼ିଆ ଭାଷା ଆନ୍ଦୋଳନ ଏବଂ ସ୍ୱାଧୀନତା ସଂଗ୍ରାମରେ ଜନମତ ସୃଷ୍ଟି କରିବାରେ ଏହି ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ବସୁଧା ଫାଉଣ୍ଡେସନ ପକ୍ଷରୁ ବର ଏବଂ ଅସ୍ୱସ୍ଥ ଚାରା ରୋପଣ

ଢେଙ୍କାନାଳ: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଢେଙ୍କାନାଳର ସାମାଜିକ ସଂଗଠନ  ଜିଲ୍ଲାର ବିଭିନ୍ନ ସ୍ଥାନରେ ବର ଓ ଅଶ୍ୱତ୍ଥ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ଜିରାଳ ଗ୍ରାମରେ ସଂଗଠନର କର୍ମୀ ରାଜକିଶୋର ରାଉତଙ୍କ ନେତୃତ୍ୱରେ ବିଭିନ୍ନ ଖାଲି…