Take a fresh look at your lifestyle.
Monthly Archives

September 2026

ରୁଙ୍ଗଟା ମାଇନ୍ସରୁ ୪୦ ଲକ୍ଷର ପିଗ୍‌ ଆଇରନ୍‌ ଚୋରି

ହିନ୍ଦୋଳ, ୧୫।୯ (ନି.ପ୍ର.): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ନିମବାହାଳି ଝାଡ଼ବନ୍ଧସ୍ଥିତ ରୁଙ୍ଗଟା ମାଇନ୍ସରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ପିଗ୍‌ ଆଇରନ୍‌ ଚୋରି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନୟାପଲ୍ଲୀ ଅଞ୍ଚଳର…

ଦଶହରା ବଳଦ ଯାତ୍ରା ଓ ବୁଦ୍ଧେଶ୍ବର ଜିଲ୍ଲା ୱେବ ସାଇଟରେ ସ୍ଥାନିତ ନ ହେବାକୁ ନେଇ କ୍ଷୋଭ ପ୍ରକାଶ

ଭୁବନ, ୧୦/୯: ପ୍ରସିଦ୍ଧ ଭୁବନ ଗଣେଶ ମେଳଣ ମହୋତ୍ସବ-୨୦୨୬ ଅବସରରେ ଗଣେଶ ମେଳଣ ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରବନ୍ଧ ପ୍ରତିଯୋଗିତାରେ ୧୫୮ ଜଣ ଓ ଚିତ୍ରାଙ୍କନରେ ୧୨୧ ଜଣ…

ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ରାକେଟ ଠାବ, ୪ ଗିରଫ

ଢେଙ୍କାନାଳ , ୮ା୯ (ଜ୍ଞାନ ରଞ୍ଜନ ଶତପଥୀ ): କେନ୍ଦୁଝର ଜିଲ୍ଲାର ଖଣି ଓ ଶିଳ୍ପାଞ୍ଚଳରେ ନାମୀଦାମୀ କମ୍ପାନୀର ବ୍ରାଣ୍ଡ ନାମ ବ୍ୟବହାର କରି ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ଓ ବିକ୍ରି କରୁଥିବା ଏକ ରାକେଟକୁ ବଡ଼ବିଲ ପୁଲିସ ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ…

ଏସ୍‌ପି କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ

ଅନୁଗୋଳ, ୭ା୯ (ନି ପ୍ର ): ଅନୁଗୋଳ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦୀର୍ଘଦିନ ଧରି ଏକାଧିକ ସ୍ଥାନରେ କାର୍ଯ୍ୟରତ ରହିବା, ଦପ୍ତରୀୟ ଚିଠିପତ୍ରର ଠିକ୍ ସମୟରେ ଫଇସଲା ନ ହେବା ଏବଂ ହୋମଗାର୍ଡ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ସତ୍ତ୍ୱେ କାର୍ଯ୍ୟରେ ଯୋଗଦାନ ନ କରିବା ଭଳି…

ସିଏମ୍‌-କିଷାନର ପଞ୍ଚମ କିସ୍ତି ପ୍ରଦାନ : ଢେଙ୍କାନାଳର ୧ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ

ଢେଙ୍କାନାଳ , ୪ା୯ (ନି ପ୍ର ): ନୂଆଖାଇ ପୂର୍ବରୁ ତଥା ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସିଏମ୍‌-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ଡିବିଟି ମାଧ୍ୟମରେ ରାଜ୍ୟର ୪୧ଲକ୍ଷରୁ ଅଧିକ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ ୮୩୩ କୋଟିରୁ ଊର୍ଦ୍ଧ୍ୱ…

ସେବା ସଂକଳ୍ପ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା

ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସେବା ଓ ସମର୍ପଣର ୨୫ବର୍ଷ ପୂର୍ତି ଅବସରରେ ମାସେ ବ୍ୟାପୀ ଆରମ୍ଭ ହୋଇଥିବା ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ପୌରହିତ୍ୟରେ ଏକ…