Take a fresh look at your lifestyle.
Yearly Archives

2023

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍-ଏ-ଥନ୍ର ୩୫୦୦ ଧାବକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍-ଏ-ଥନ୍ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପାଳ ଓ…

ଯୋରନ୍ଦା ମେଳା ଦିତୀୟ ଦିନ

ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାର ଦ୍ୱିତୀୟ ଦିନରେ ସନ୍ୟାସୀ ମାନେ ଝାଡ ଦ୍ୱୀପ ପ୍ରଜ୍ଜଳନ କରିବା ସହିତ ଅଖଣ୍ଡ ଧ୍ୱନୀ ସ୍ଥାପନ ପୂର୍ବକ ବିଶ୍ୱ କଲ୍ୟାଣ ପାଇଁ ଘୃତାହୁତି ପ୍ରଦାନ କରିଛନ୍ତି । ରବିବାର ମାଘ ପୂର୍ଣ୍ଣମୀ ବା ଦେଶ ପୂର୍ଣ୍ଣମୀ ଅବସର ରେ ଗାଦି ମନ୍ଦିର ଚାରି ଦ୍ୱାର…

ଯୋରନ୍ଦା ମେଳା ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋରନ୍ଦା ମାଘମେଳା ବୁଲି ଦେଖିଛନ୍ତି । ରବିବାର ଅପରାହ୍ନରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗାଦି ମନ୍ଦିରରେ ପହଞ୍ଚି ଗାଦିମନ୍ଦିରର ପଶ୍ଚିମ ଦ୍ୱାରରେ ପ୍ରବେଶ କରିଥିଲେ । ସେ ମନ୍ଦିର ଚାରିପାଶ୍ୱର୍ ବୁଲି ପରିକ୍ରମା…

୪ ରେ ପ୍ରସିଦ୍ଧ ଯୋରନ୍ଦା ମେଳା – ସନ୍ଧ୍ୟା ୫.୩୦ଟାରେ ଝାଡଦୀପ ଲାଗିବ

ଢେଙ୍କାନାଳ : ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ମହିମାଗାଦିରେ ଆରମ୍ଭ ହେଉଛି । ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁସଂଖ୍ୟାରେ ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ବ୍ୟବସାୟୀମାାନ ଯୋରନ୍ଦା ରେ ପହଞ୍ଚିବାରେ ଲାଗିଛନ୍ତି । ସମାଗମରେ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଆଶ୍ରମ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଢେଙ୍କାନାଳ ଗସ୍ତ ପାଇଁ ଢେଙ୍କାନାଳ

ଢେଙ୍କାନାଳ : ଆଗାମୀ ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଢେଙ୍କାନାଳ ଠାରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କର ଏକ ସମ୍ମିଳନୀରେ ଯୋଗଦେବା ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ଜିଲ୍ଲା…

ସପ୍ତଦିବସୀୟ ଚିତ୍ରକଳା ପ୍ରଦର୍ଶନି ଉଦଯାପିତ

କୋଣାର୍କ : ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସର ରେ ଦୀର୍ଘ ୭ଦିନ ଧରି ଚାଲୁରହିଥିବା ଚିତ୍ରକଳା ପ୍ରଦର୍ଶନୀ ର ଶୀର୍ଷକ "ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର " ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ…

ଅନନ୍ତ ଆଶ୍ରମ ୬୬ ତମ ବ୍ରହ୍ମଯଜ୍ଞ ପାଳିତ

ଢେଙ୍କାନାଳ: ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଆଜି ପାଳିତ ହୋଇଯାଇଛି । ସାରା ଓଡିଶାର ଶାଖା ଆଶ୍ରମଗୁଡିକରୁ ଆସିଥିବା ଗୁରୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ୩ ଟାରେ ଗୁରୁ ଭାଇଭଉଣୀମାନେ ନଗର କିର୍ତନ…

ନୂତନ ନିର୍ଦ୍ଦେଶକ ଭାବେ ଶ୍ରୀ ପଙ୍କଜ କୁମାର ଶର୍ମାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ନବରତ୍ନ ଉଦ୍ୟୋଗ ନାଲକୋର ନୂତନ ନିର୍ଦ୍ଦେଶକ(ଉତ୍ପାଦନ)  ଶ୍ରୀ ପଙ୍କଜ କୁମାର ଶର୍ମା,ଆଜିଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଶର୍ମା ଏନ.ଏମ.ଡି.ସି ର ରାୟପୁରସ୍ଥିତ ବିଶ୍ୱ ଅନ୍ୱେଷଣ କେନ୍ଦ୍ର ଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଏହା…

ନରେଶ କୁମାର ମହାରଣାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାମାକ୍ଷାପ୍ରସାଦ ଇଚ୍ଚ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।…

କ୍ରୀଡା ପ୍ରତିଯୋଗିତା ଓ ରକ୍ତ ବର୍ଗୀକରଣ

ଢେଙ୍କାନାଳ : ଓଡିଶାର ବିଶିଷ୍ଟ ସମାଜସେବୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସପ୍ତଶଯ୍ୟା ପଞ୍ଚାୟତର କମନିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଅଙ୍କ ଦୌଡ, ଅଖା ଦୌଡ, ବାଟିଚାମଚ ଦୌଡ, ମ୍ୟୁଜିକ୍ ଚେୟାର ଓ ଦଉଡିଡିଆଁ ଆଦି ପ୍ରତିଯୋଗିତାର ଆୟୋଜନ…