ଅର୍ଥନୀତି ରେ ଶୁଭଶ୍ରୀ ବିଶ୍ଵ ବିଦ୍ୟାଳୟ ଟପର
ଢେଙ୍କାନାଳ : ମହିମା ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶୁଭଶ୍ରୀ ଖୁଣ୍ଟିଆ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଟପର ହୋଇ ମହିମା ମହାବିଦ୍ୟାଳୟ ର ଗୌରବ ବୃଦ୍ଧି କରିଛନ୍ତି I
ଶୁଭଶ୍ରୀ ଟପର ହେବା ଜଣାପଡିବା ପରେ ମହାବିଦ୍ୟାଳୟ ରେ ଖୁସି ର ଲହରୀ ଖେଳି ଯାଇଛି I ଶୁଭଶ୍ରୀ ଚିରୁଲେଇ…