Take a fresh look at your lifestyle.

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

0 11

ଢେଙ୍କାନାଳ : ସ୍ଥାନୀୟ ଦକ୍ଷିଣକାଳୀ ମନ୍ଦିର ପରିସରରେ “ଆମ ପ୍ରତିଭା ଆମ ସମ୍ମାନ’ ଓ “ଆର୍ଟ ଅଫ୍ ଲିଭିଙ୍ଗ୍’ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ, ଆମ ପ୍ରତିଭା ଆମ ସମ୍ମାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ଆର୍ଟ ଅଫ୍ ଲିଭିଙ୍ଗ୍ର ଭାବଗ୍ରାହୀ ପଣ୍ଡା, ଜ୍ୟୋତିଦୀପ୍ତ ପଟ୍ଟନୟାକ, ପ୍ରତାପ କୁମାର ଦାସ, ଅବସରପ୍ରାପ୍ତ ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର, ନଳୀନିକାନ୍ତ ପଟ୍ଟନାୟକ, କିଶାନ୍ ବିଶ୍ୱାଳ, ଜିତେନ୍ଦ୍ର ପଟ୍ଟନାୟକ, ଦୁଷ୍ମନ୍ତ ମହାନ୍ତି, ଶେଖର ସେଠୀ, ନୋଜୁ ଖାଁଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ମନ୍ଦିର ପରିସରରକୁ ସଫା କରିଥିଲେ ।

ଆଗାମୀ ଦିନରେ ମନ୍ଦିର ଉନ୍ନତିକରଣ ନିମନ୍ତେ ସାଂସଦ ଶ୍ରୀ ସାହୁ ଆର୍ଥିକ ଅନୁଦାନ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।

- Advertisement -

Leave A Reply

Your email address will not be published.