ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ରଥ କାଠ ଅନୁକୂଳ
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ଆଞ୍ଚଳିକ ରଥଯାତ୍ରା କମିଟି ଆନୁକୂଲ୍ୟରେ ଆଜି ଅଷ୍ଟମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯାଇଛି । ବିଧି ଅନୁଯାୟୀ ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ରଥ କାଠ ଅନୁକୂଳ ହୋଇଥାଏ । ଆଜି ଅପରାହ୍ନରେ ମନ୍ଦିର…