Take a fresh look at your lifestyle.
Yearly Archives

2022

ବିଶ୍ଵ ଜଳ ଦିବସ ପାଳିତ

ଢେଙ୍କାନାଳ:୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୨୨.୦୩.୨୦୨୨ ରିଖ ମଙ୍ଗଳବାର ରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର…

ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ ସକାଳେ ପଦଯାତ୍ରା , ଅପରାହ୍ନ ରେ ବାଇକ ରାଲି

ଭୁବନ: ଚଳିତ ପୌର ନିର୍ବାଚନର ଆସନ୍ତା କାଲି ହେଉଛି ପ୍ରଚାର ର ଅନ୍ତିମ ଦିବସ । ଏଥି ସକାଶେ ଆଜି ବିଜୁ ଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇ ଶକ୍ତି ପ୍ରର୍ଶନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…

ଭୁବନ ଥାନା ତରଫରୁ ସହରରେ ମାର୍ଚ୍ଚ ଫାଷ୍ଟ

ଭୁବନ : ଆସନ୍ତା ୨୪ ତାରିଖ ଗୁରୁବାର ଦିନ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ସଂପୂର୍ଣ୍ଣ ଭୟମୁକ୍ତ ଭାବେ ଭୋଟର ମାନେ ଯେଭଳି ଭୋଟ ଦେବେ ସେଥିପାଇଁ ଭୁବନ ଥାନା ତରଫରୁ ଆଜି ସାରା ସହରେ ମାର୍ଚ୍ଚ ଫାଷ୍ଟ କରାଯାଇଥିଲା ।…

ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁ

ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ (ସ.ଅ.ସ) ଏକ ଭବିଷ୍ୟତ ବାଣୀ କରିଥିଲେ ଯେ ଏପରି ଏକ ଯୁଗ ଆସିବ ଯେତେବେଳେ ଲୋକମାନଙ୍କର ନୈତିକ ଅଧଃପତନ ଘଟିବ , ଇସଲାମ କେବଳ ନାମକୁ ମାତ୍ର ରହିଯିବ ଏବଂ ଲୋକମାନେ ଏହାର ପ୍ରକୃତ ଶିକ୍ଷାର ପାଳନ କରିବା ଛାଡ଼ିଦେବେ । ଏହା ସହିତ ସେ ଏକ ଶୁଭ ସୂଚନା…

ଭୁବନ ରେ ସାଂସଦ ମହେଶ ସାହୁ ଙ୍କ ପ୍ରଚାର

ଭୁବନ : ଚଳିତ ପୌର ନିର୍ବାଚନରେ ଶାସକ ବିଜେଡି ନବାଗତ ତଥା ଯୁବ ନଗରପାଳ ପ୍ରାର୍ଥୀ ସହିତ ଯୁବ କାଉନସିଲର ପ୍ରାର୍ଥୀ ଦେଇ ଭୁବନରେ ବିଜେଡି ଗଡ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରୟାସ କରିଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମାରାତନ ପ୍ରଚାର…

ମଝିକାରେ ଦୋଳ ଯାତ୍ରା ଅନୁଷ୍ଠିତ

ଢେଙ୍କାନାଳ: କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଂଚାୟତ ମଝିକା ଗ୍ରାମରେ ଦୋଳଯାତ୍ରା ଆରମ୍ଭ ହୋଇଯାଇଛି ।ଦୁଇ ବର୍ଷ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ ସରକାରଙ୍କ ଆଇନ ଅନୁସାରେ ବନ୍ଦ ହୋଇଥିଲା। କରୋନା ମହାମାରୀ କରୋନା କମିବାରୁ ଦୋଳଯାତ୍ରା ପୁଣି ଆରମ୍ଭ ହୋଇଯାଇଛି । ରାଧାକୃଷ୍ଣ…

ଦୋଳ ମଣ୍ଡପ  ସାହିରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ଉତ୍ସବ

ଢେଙ୍କାନାଳ: ସହର ଦୋଳ ମଣ୍ଡପ  ସାହିରେ ଥିବା ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିରରେ ଚୈତନ୍ୟଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପୁରାତନ ମନ୍ଦିରରେ ପ୍ରାୟ ୫୦ ରୁ ୬୦ ବର୍ଷ ହେଲା ଦୋଳ ପୂର୍ଣ୍ଣିମା ପାଳନ ହୋଇଆସୁଛି। ଆଜି ବିମାନରେ ଫୁଲ ସଜା ଯାଇ…

ବ୍ରହ୍ମପୁର ମହାନଗର ନିଗମ: ମଞ୍ଜୁ ରଥଙ୍କ ପାଇଁ ବିଧାୟକ ରମେଶ ଜେନାଙ୍କ ନିର୍ବାଚନ ପ୍ରଚାର ଜେ।ରଦାର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜେ।ରଦାର ହେ।ଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍୍ୱରେ ଅ।ୟେ।ଜିତ ଶେ।ଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହେ।ଇଥିଲେ । କଂଗ୍ରେସର…

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ

କୋଣାର୍କ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ ଏବଂ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଭିନ୍ନ ସେବା ଓ ସୁବିଧା ଯୋଗାଇ ଦେବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅଧିନରେ କାର୍ଯ୍ୟ ଯାରି ରହିଛି । ଏ ସଂପର୍କିତ…

ଲୋକସେବକ ମଣ୍ଡଳର ଓଡିଶା ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ : ଦେଶର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପଞ୍ଜାବକେଶରୀ ଲାଲା ଲାଜ୍ପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଓଡିଶା ଶାଖାର ଅଧ୍ୟକ୍ଷ ଭାବେ ଦୈନିକ "ସମାଜ'ର ପ୍ରକାଶକ ଓ ମୁଦ୍ରାକର ତଥା ମଣ୍ଡଳର ସର୍ବଭାରତୀୟ ଉପସଭାପତି ପଣ୍ଡିତ ନିରଞ୍ଜନ ରଥ ଅବସ୍ଥାପିତ…