ଦୁର୍ଗାପ୍ରସାଦ ପରେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବୀ ଉଠିଲା
ଢେଙ୍କାନାଳ : ଢେଙ୍କାନାଳ ସଦର ତହସିଲ ବେଲଟିକିରି ରାଜସ୍ୱ ସର୍କଲ ଅଧିନରେ ଥିବା ଦୁର୍ଗାପ୍ରସାଦ ଗ୍ରାମ ପରେ ଏବେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନେଇ ଗ୍ରାମାବାସୀ ମାନେ ଜିଲାପାଳଙ୍କ ନିକଟରେ ଦାବୀ ଉଠାଇଛନ୍ତି ।
ଛଅବୋଲୁଅ ଗ୍ରାମଟି ଏକ ପଡା ଗ୍ରାମ ହୋଇଥିବା ବେଳେ…