Take a fresh look at your lifestyle.

ଗୁରୁମା ଉଷାରାଣୀ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ: ଗୁରୁପୂର୍ଣ୍ଣିମା ଦିବସ ଅବସରରେ ଶ୍ରୀ ଗୁରୁପୂଜନ ଉତ୍ସବ ସହିତ ବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ସୁନ୍ଦରୀଖାଲସ୍ଥିତ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ  ବାସୁଦେବ ସାହୁ, ମୁଖ୍ୟବକ୍ତା ଭାବେ ସଂଘର…

ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଭଜନ ପରିବେଷଣ

ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚ ର ଦେବଙ୍କ ମନ୍ଦିର ପରିସରରେ ଥିବା ସିରିଡ଼ି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଭକ୍ତି ଆରାଧନା ପକ୍ଷରୁ ଭଜନ ପରିବେଷଣ ହୋଇଥିଲା । ଏହି ମଞ୍ଚକୁ ପରିଚାଳନା କରିଥିଲେ ପ୍ରଦିପ କୁମାର ଓ ତାଙ୍କ କଣ୍ଠରୁ ଓମ୍ ସାଇ ରାମ ଭଜନ ପରିବେଷଣ…

ସାଇ ସାଗର ଧାମରେ ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚର ଦେବଙ୍କ ମନ୍ଦିର ପରିସର ପାର୍ଶ୍ଵରେ ଥିବା ଶୀ ଶ୍ରୀ ଶିରିଡି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ରୁ କାକ ଆଳତୀ ଠାକୁରଙ୍କର ସ୍ନାନ ନୂତନ ବତ୍ସ ଫୁଲ ହାର ଦିପ ଧୂପ ଫଳ ମୂଳ ମିଠା ଭୋଗ ଲାଗି କରାଯାଇ ଥିଲା । ତାପରେ…

NH-55 କୁ ଅବରୋଧ କଲେ ସ୍ଥାନୀୟ ଢେଙ୍କାନାଳ ଲୋକ

ଢେଙ୍କାନାଳ: ଆଜି ସ୍ଥାନୀୟ NH-55 କୁ ward no 1 ର ଜନ ସାଧାରଣମାନେ ଅବରୋଧ କରୁଛନ୍ତି । ଏହି ରାସ୍ତା ଟି ଏକ ବ୍ୟସ୍ତ ବହୁଳ ରାସ୍ତା, ଯାହା ଉପରେ ପ୍ରତିଦିନ ହଜାର ହଜାର ଗାଡି ମଟର ଯାତାୟତ କରିଥାଏ। କିନ୍ତୁ ଏହି ରାସ୍ତା ଦିର୍ଘ ୪ ବର୍ଷ ହେଲା କାମ ଆରମ୍ଭ ହୋଇଛି କିନ୍ତୁ ସରିବାର ନାଁ…

ମହିମା ମହାବିଦ୍ୟାଳୟ:କୀଟ ନାଶକର ସଙ୍ଘାତ ସମନ୍ଧରେରେ ଆଲୋଚନା ଚକ୍ର

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକଲ୍ୟରେ ଏକ ସମ୍ପାନ "କୀଟ ନାଶକର ସଙ୍ଘାତ (Impact of Pesticides) ସମନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବଦ୍ଧର୍ନା ଜ୍ଞାପନ କରାଯାଇଥିଲା। ମୁଖ୍ୟ…

ରନ୍ଧନ ଗ୍ୟାସ ଓ ଅହେତୁକ ଦର ବୃଦ୍ଧି ବିରୋଧରେ ମହିଳା କଂଗ୍ରେସ ତରଫରୁ ବିକ୍ଷୋଭ ଓ କୁଶପୂତଳିକା ଦାହ

ଢେଙ୍କାନାଳ : ଅଦ୍ୟ ଢେଙ୍କାନାଳ ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ କୁଶପୂତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍, ମୁ୍ୟନିସିପାଲିଟି ଓ…

 କପିଳାସ ପୀଠରେ ଏକ ଦିବ୍ୟ ଅନୁଭୂତି

ପବିତ୍ର କପିଳାସ ପୀଠରେ ମୁଁ ଏକଦା ଅଙ୍ଗେ ନିଭାଇଥିବା ଏକ ଦିବ୍ୟ ଅନୁଭୂତି ଆପଣମାନଙ୍କ ସମକ୍ଷରେ ଉପସ୍ଥାପନ କରିବା ପୂର୍ବରୁ ଏହି ଐତିହ୍ୟ ସଂପନ୍ନ କ୍ଷେତ୍ରଟି ସଂପର୍କରେ ପ୍ରଥମେ କିଛି ସୂଚନା ଦେବା ଉଚିତ ମନେକରୁଛି। ଓଡ଼ିଶାର ମଧ୍ୟାଞ୍ଚଳରେ ଅବସ୍ଥିତ କପିଳାସ ଏକ ପୁରାଣ ପ୍ରସିଦ୍ଧ ତୀର୍ଥ ଓ…

ପ୍ରଧାନ ମନ୍ତ୍ରୀଙ୍କ ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଆବଶ୍ୟକ-କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଢେଙ୍କାନାଳ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ୩ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତ ବର୍ଷର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତର…

ଆମ୍ ଆଦମୀ ପାର୍ଟିର ଜୋନ୍ ସ୍ତରୀୟ ସଂଗଠନ ସମୀକ୍ଷା ବୈଠକ

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ସଭାପତି ମାନଙ୍କର ସମୀକ୍ଷା ବୈଠକ କାଠଗଡା ସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ…

ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ ପବିତ୍ର ଈଦ୍-ଉଲ୍- ଅଜହା

ଇଦ୍-ଉଲ୍-ଅଜହା ହେଉଛି ବଳିଦାନର ଏକ ପର୍ବ ଯାହାକି ଇଦ୍-ଉଲ୍-ଫିତରର ପ୍ରାୟ ଦଶ ସପ୍ତାହ ପରେ ପଡେ ଏବଂ ହଜ୍ (ମକ୍କାର ପବିତ୍ର ତୀର୍ଥଯାତ୍ରା)ର ସମାପ୍ତିକୁ ଚିହ୍ନିତ କରେ। ବଳିଦାନର ଏହି ପର୍ବଟି ହଜରତ ଇବ୍ରାହିମ ଏବଂ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କ ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ…