Take a fresh look at your lifestyle.

ପୂର୍ତ୍ତ ବିଭାଗ ଠିକାଦାର ସଂଘ ପକ୍ଷରୁ ବିଶ୍ଵ କର୍ମା ପୂଜା ପାଳିତ

ଢେଙ୍କାନାଳ: ସ୍ଥାନୀୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଠାରେ ଠିକାଦାର ସଂଘ ପକ୍ଷରୁ ଧୂମ୍ ଧାମରେ ବିଶ୍ଵକର୍ମା ପୂଜା ପାଳିତ ହୋଇ ଯାଇଛି । ପ୍ରାତରୁ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା , ଘଟ ଆବାହନ ଓ ବିଶ୍ଵ କର୍ମାଙ୍କୁ ଷୋଳସ ଉପଚାରରେ ପୂଜା କରାଯାଇ ଥିଲା । ବିଭିନ୍ନ ଭୋଗ ରାଗ ଲାଗ କରାଯାଇଥିଲା ।…

ଦ୍ୱିତୀୟା ଓଷା ପାଳିତ

ଢେଙ୍କାନାଳ: ଗଣେଶ ବଜାର ସ୍ଥିତ ମହା ଲକ୍ଷ୍ମୀ ଙ୍କ ମନ୍ଦିର ସମ୍ମୁଖରେ ଦ୍ୱିତୀୟା ଓଷା ପାଳନ କରାଯାଇ ଥିଲା । ବାଉଁଶ ବନ୍ଧ। ଯାଇ କଦଳି ଗଛ ବନ୍ଧ।ଯାଇଥିଲା ଓ ଋନ୍ଦୁଆ ଟଙ୍ଗା ଯାଇ ପାହାଡ଼ା ଲୁଗା ପକାଯାଇ ବୃନ୍ଦାବତି ଙ୍କ ପାଖରେ ମୁରୁଜ ପକାଯାଇ ଥିଲା । ଗୁଆ କଉଡି, ବିଭିନ୍ନ ପରିବା ଓ ଭୋଗ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

କାମାକ୍ଷାନଗର(ରାଜ କିଶୋର ରାଉତ) : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ - ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରେଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ଦୁର୍ଘଟଣା ଘଟାଇଥିବା କାରରେ ଦେଶୀ ମଦ ଚାଲାଣ ହେଉଥିଲା । କାମାକ୍ଷାନଗର ପୁଲିସ ଗୋଟାଇବାରୁ…

ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ

ଢେଙ୍କାନାଳ: ଢେଙ୍କାନାଳ ନେହେରୁ ୟୁବା କେନ୍ଦ୍ର  କାର୍ଯ୍ୟାଳୟରେ ଜାତୀୟ ସେବାକର୍ମୀମାନଙ୍କ ସହଯୋଗରେ ହିନ୍ଦୀ ଦିବସ ପକ୍ଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ସମଗ୍ର ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ହୃଦାନନ୍ଦ…

ଜିଲା ଯୁବ କଂଗ୍ରେସ ତରଫରୁ ଜାତୀୟ ବେରୋଜଗାର ଦିବସ ପାଳିତ

ଢେଙ୍କାନାଳ : ସ୍ଥାନୀୟ ଇନ୍ଦିରା ଗାନ୍ଧୀ ସୁପର ମାର୍କେଟ୍ ଠାରେ ଜିଲା ଯୁବ କଂଗ୍ରେସ ଆବାହକ ଅମର ସେନାପତିଙ୍କ ନେତୃତ୍ୱରେ ଜାତୀୟ ବେରୋଜଗାର ଦିବସ ପାଳିତ ହୋଇଯାଇଅଛି । ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ଯୁବ କଂଗ୍ରେସ୍ ସ୍ଥାନୀୟ ଯୁବକମାନଙ୍କୁ ନେଇ ବେରୋଜଗାରି ବିରୋଧରେ…

ସିବିଏସ୍ଇ ଅନୁବନ୍ଧିତ ହେଲା ରୟାଲ୍ ପବ୍ଲିକ୍ ସ୍କୁଲ୍

ଢେଙ୍କାନାଳ: ଢେଙ୍କାନାଳ ସହର ନିକଟସ୍ଥ ରଞ୍ଜା କଳାପାଣିଠାରେ ଥିବା ରୟାଲ୍ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ପତ୍ର ସଂଖ୍ୟା - ସିବିଏସ୍ଇ/୧୫୩୦୪୦୧/କ୍ର.ସଂ.-୦୦୪୪୫-୨୩୨୪/୨୦୨୩-୨୪, ତା୧୫.୦୯.୨୦୨୨ ଏବଂ ଆଫିଲିଏସନ୍ ନଂ-୧୫୩୦୪୦୧ ଏବଂ ସ୍କୁଲ୍…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଙ୍କଡାହାଡ଼: "ଯୁବଶକ୍ତି" ସମର୍ପିତ ଓଡିଶା ପକ୍ଷରୁ କୁଟୁରିଆ ଗ୍ରାମ ପଞ୍ଚାୟତର ଶକ୍ତି ପୀଠ ମା ବିଲେଇଶୁଣି ମନ୍ଦିର ର ସୌନ୍ଦର୍ଯ୍ୟ କରଣ ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାI ଆଜିର ଏହି କାର୍ଯ୍ୟକ୍ରମ ରେ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୭୨ ଟିବି ରୋଗରେ ପୀଡ଼ିତ ଭାଇ ଭଉଣୀଙ୍କୁ ପୁଷ୍ଟି କିଟ୍ ପ୍ରଦାନ କରାଗଲା

ଭୁବନେଶ୍ୱର: ଭାରତକୁ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ “ଟିବି ମୁକ୍ତ ଭାରତ ଅଭିଯାନ”ରେ ସାମିଲ ହେବା ପାଇଁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହି ପୃଷ୍ଠଭୂମିରେ…

ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ସଦାଶିବପୁର ଗ୍ରାମଞ୍ଚାୟତର ବଉଳପୁର ଗ୍ରାମରେ ବାଉଁଶ ହସ୍ତଶିଳ୍ପ କୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବାଉଁଶ…

ଲିଙ୍ଗ ନିରୂପଣ ମାମଲା: ଡାକ୍ତରଙ୍କ ସମେତ ଜଗନ୍ନାଥ ହସ୍ପିଟାଲ ମାଲିକଙ୍କୁ ୩ ବର୍ଷ ଜେଲ

ଢେଙ୍କାନାଳ: ବେଆଇନ୍ ଲିଙ୍ଗ ନିରୂପଣ କରିବା ମହଙ୍ଗା ପଡିଛି । ଡାକ୍ତରଙ୍କ ସମେତ ଘରୋଇ ଡାକ୍ତରଖାନାର ମାଲିକ, ମାଲିକାଣୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ହୋଇଛି । ଢେଙ୍କାନାଳ ଏସ୍ଡିଜେଏମ୍ ଏହି ମାମଲାର ବିଚାର କରି ଢେଙ୍କାନାଳର ଶ୍ରୀଜଗନ୍ନାଥ ହସ୍ପିଟାଲର ମାଲିକ ବିକାଶ ଓରଫ୍ ବିଜୟ ସାହୁ,…