ଆଇଆଇଏମ୍ସିରେ ଫିଲ୍ମି ଚକ୍କର-୪ ଆରମ୍ଭ ,ସ୍ଥାୟୀ ନୁହେଁ ‘ଷ୍ଟାରଡମ୍’
ଢେଙ୍କାନାଳ: ଆଜିକାଲି ଚଳଚ୍ଚିତ୍ରର କାହାଣୀରେ ଭିନ୍ନତା ଦେଖିବାକୁ ମିଳୁଛି । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ନିକଟରେ ସେମିତି କିଛି ଚଳଚ୍ଚିତ୍ରର ଉଦାହରଣ ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଅପପୁଷ୍ଟି, ନିରକ୍ଷରତା ଆଦି…