ରାଜ୍ୟ ସ୍ତରୀୟ ଜଳ ପରିମଳ ଓ ପରିଚ୍ଛନ୍ନତା ତାଲିମ ଉଦଯାପିତ
ଭୁବନେଶ୍ୱର: ବିଶ୍ଵ ଯୁବକେନ୍ଦ୍ର ନୂଆଦିଲ୍ଲୀ,ଆଇ.ଆଇ.ୱାଇ. ଡି ଭୁବନେଶ୍ୱର ଓ ଫାନ୍ସା ଇଣ୍ଡିଆର ମିଳିତ ସହଯୋଗରେ ଭୁବନେଶ୍ୱର ରେଡକ୍ରସ ଭବନଠାରେ ଦୁଇ ଦିନ ଧରି ଜଳ ପରିମଳ ଓ ପରିଚ୍ଛନ୍ନତା ସମ୍ବନ୍ଧ ରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ କୁ ଓଡ଼ିଶା ରେଡକ୍ରସ ସୋସାଇଟି…