ସୁରେଶ ମିଶ୍ର ବେଲଟିକିରି କଲେଜ୍ ର ନୂତନ ଅଧ୍ୟକ୍ଷ
ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ବେଲଟିକିରି ଠାରେ ଥିବା ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି ।
ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଦେ୍ର୍ଦଶକଙ୍କ ୭.୮.୨୩ ପତ୍ର ସଂଖ୍ୟା ୪ଏ-୧୫୪-୨୦୧୯-ଓଠ ୮୪୫୪…