Take a fresh look at your lifestyle.

ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ଦ୍ୱାରା  ଆୟୋଜିତ ମେଗା ସ୍ୱାସ୍ଥ୍ୟସେବା ଶିବିରର ଲାଭ ନେଲେ ଗ୍ରାମବାସୀ

- ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଃଶୁଳ୍କ ଔଷଧର ଲାଭ ନେଲେ ନାଗରିକ - ଲୋକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କଲେ ଡାକ୍ତର

ଭୁବନ ଏନ୍ ଏ ସି ତରଫରୁ ସ୍ୱଚ୍ଛତା ପକ୍ଷ ଶୁଭାରମ୍ଭ

ଭୁବନ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱଚ୍ଛତା ପକ୍ଷ ୨.୦ ର ଶୁଭାରମ୍ଭ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ୱର୍ ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମସ୍ତ ସ୍ୱଚ୍ଛ ସାଥୀ,ସୁପର…

ବଜ୍ରପାତରେ ୧୩ ଗାଈଗୋରୁ ସମେତ ଜଣେ ଚାଷୀ ମୃତ

ଢେଙ୍କାନାଳ : ସଦର ବ୍ଲକ ଆରଦା ଗ୍ରାମରେ ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ବର୍ଷା ହେଉଥିବା ବେଳେ ହଠାତ୍ ବଜ୍ରପାତ ହୋଇ ୧୩ ଗାଈ ଗୋରୁ ମୃତ୍ୟୁବରଣ କରିଛନ୍ତି । ସେହିପରି ସଦର ବ୍ଲକ ସାଙ୍କୁଲେଇ ଗ୍ରାମରେ ବିଲରେ କାମ କରୁଥିବା ଚାଷୀ ଶରତ ବଶ୍ୱାଳ(୪୩)ଙ୍କର ମଧ୍ୟ ବଜ୍ରପାତରେ…

ମହିମାଗାଦି ରେ ଲାଗି ହେଲା ନବାନ୍ନ

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀରେ ପାଳନ ହେଲା ନୁଆଖାଇ ପର୍ବ । ମହିମା ଗୋସାଇଁଙ୍କ ନିକଟରେ ନୁଆ ଚୁଡାରୁ ପ୍ରସ୍ତୁତ ନବାନ୍ନ ଲାଗି ହେବା ପରେ ସମୂହ ସେବନ କଲେ ମହିମା ସାଧୂ ଓ ଭକ୍ତ। ନବାନ୍ନ ପାଇଁ ଯୋରନ୍ଦା ଗାଦି ହୋଇ ଉଠିଛି ଲୋକାରଣ୍ୟ।ମହିମା ଅଲେଖ ଧ୍ୱନୀରେ…

ଭୁବନ ରେ ବିଶ୍ଵକର୍ମା ପୂଜା

ଭୁବନ : ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି। ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନ । ଜନସ୍ବାସ୍ଥ୍ୟ ବିଭାଗ,ବିଦ୍ୟୁତ୍ ବିଭାଗ,ଘରୋଇ ଗାଡ଼ି ମାଲିକ ଜନ ମଙ୍ଗଳ ସଂଘ,ଡ଼୍ରାଇଭର ସଂଘ ପକ୍ଷରୁ ପ୍ରଭୁ ବିଶ୍ଵକର୍ମା ଙ୍କ ମୂର୍ତ୍ତି ପୂଜା…

ଅପୂର୍ବ ରଞ୍ଜନ ଭୁବନ ଏନ୍ ଏ ସି ର ନୂଆ ନିର୍ବାହୀ ଅଧିକାରୀ

ଭୁବନ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଅପୂର୍ବ ରଞ୍ଜନ ଆଏଚ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ଆଏଚ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ତହସିଲ ରେ ଅତିରିକ୍ତ ତହସିଲଦାର ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ…

ଦୃଷ୍ଟି ଦେବତାମାନଙ୍କ ଶିଳ୍ପୀ

ଦୃଷ୍ଟି ଦେବତାମାନଙ୍କ ଶିଳ୍ପୀ । ସେ ଇନ୍ଦ୍ରଙ୍କ ବଜ୍ର ନିର୍ମାଣ କରିଥିଲେ । ସେହି ବଜ୍ରଦ୍ଵାରା ଇନ୍ଦ୍ର ବଧ କରିଥିଲେ ବୃତ୍ତକୁ । ଋଗ ବେଦରେ କୁହାଯାଇଛି, ଦୃଷ୍ଟା କ୍ରିୟାକୁଶଳ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବାପେକ୍ଷା କର୍ମଠ । ସେ ଅତି ସୁନ୍ଦର ପାନପତ୍ରଗୁଡ଼ିକ ଦେବତାମାନଙ୍କ ପାଇଁ ପ୍ରସ୍ତୁତ…

ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ଓ ବିଶ୍ୱକର୍ମାସମ୍ପାଦନ କରନ୍ତୁ

କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ…

ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ପ୍ରଥମ ଶ୍ରାଦ୍ଧବାର୍ଷିକୀ   ଶ୍ରଦ୍ଧାଞ୍ଜଳୀ ସଭା 

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ପରିସରରେ ସଂସ୍କୃତି ଭବନ ଓ ବ୍ରଜନାଥ ପାଠାଗାରରେ  ଲାଉପାଳରେ ଜନ୍ମିତ,ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ୭୯ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା -୨୦୨୩ ବସନ୍ତ କୁମାର…

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ତୃତୀୟ ସହ ଭ।ଗୀ ବୈଠକ

ଗନ୍ଦିଆ : ଗନ୍ଦିଆ ବ୍ଲକ଼ଅନ୍ତର୍ଗତ ଦେଓଗାଁଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତ୍ରର୍ଗତ ପ୍ରଧାନଶିକ୍ଷକ ମାନଙ୍କର ତୃତୀୟ ସହ ଭ।ଗୀ ବୈଠକ କେନ୍ଦ୍ର ସାଧନ ସଂଯୋଜକ ବିଦ୍ୟାଧର ପରିଡାଙ୍କ ଦ୍ଵାରା ଆହ୍ଵାନ କରାଯାଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବାରଟି ସ୍କୁଲ ମଧ୍ଯରୁ ନଅଟି ସ୍କୁଲର…