Take a fresh look at your lifestyle.

ବେଗା ମହୋତ୍ସବ ଉଦଯାପିତ

ଢେ଼ଙ୍କାନାଳ : ଗଁଦିଆ ବ୍ଲକ ର   ବେଗା ଗ୍ରାମରେ ମା ତାରିଣୀ ଫ୍ରେଣ୍ଡ୍ସେ  କ୍ଳବ୍ ସହଯୋଗ ରେ ତିନିଦିନ ଧରି ଚାଲୁଥିବା ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଗତ କାଲି ବିଳମ୍ବିତ ରାତ୍ରୀ ରେ  ଉଦଯାପିତ  ହୋଇଯାଇଛି | ଏହିକାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ  ଶ୍ରୀ ଚୈତନ୍ୟ ଇନଷ୍ଟିଚୁଟ ଫର…

ଶକ୍ତି ସୁ୍ଗାର୍ସ ମଧ୍ୟରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ :ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଶକ୍ତିସୁଗାର୍ସ କାରଖାନାପରିସରରୁ ଜଣେ ଡ୍ରାଇଭରଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଗତ କାଲି ରାତିରେ ଏକ ଟ୍ରକ ଜଗତସିଂହପୁର ରୁ ଆଖୁ ବୋଝେଇ କରି କାରଖାନାକୁ ଆସିଥିଲା । ଟ୍ରକଟି ରାତି ୧୨ଟା ୧୧ରେ କାରଖାନାରେ ଟ୍ରକଟି ପ୍ରବେଶ କରିଥିଲା ।…

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଢେଙ୍କାନାଳ : ଢେଙ୍କାନାଳସଦର ବ୍ଲକ ଅନ୍ତର୍ଗତ କଙ୍କଡାହାଡ ଗ୍ରାମ ପଞ୍ଚାୟତ ସାରିଅଁ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରାକାର ଶତପଥୀଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ରହି ବଣସିଂହ ସ୍ଥିତ ଶଙ୍କରପୁର ବାସଭବନରେ ଚିକତ୍ସା ହେଉଥିଲେ…

ନିଆଁର ରେ ଦୁଇ ପରିବାରର ଦଶ ବଖରା ଘର ଭସ୍ମୀଭୂତ

ଢେଙ୍କାନାଳ: ନିଆଁର ଆଁରେ ଭସ୍ମୀଭୂତ ଦୁଇ ପରିବାରର ଦଶବଖରା ଚାଳଛପର ଘର।ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଇଶ୍ୱରାପାଳ ଗାଁରେ ଅଗ୍ନିକାଣ୍ଡ।ଗାଁର ବୁବୁଲି ମିଶ୍ର ଓ ବିନ ମିଶ୍ରଙ୍କ ଘରେ ଆଜି ଅପରାହ୍ନ ୧ଟା ସମୟରେ ହଠାତ ଅଗ୍ନିକାଣ୍ଡ…

ମମିତା ମେହେର ପ୍ରସଙ୍ଗ ବିଜେପି ମହିଳା ମୋର୍ଚ୍ଚାର ରାଲି

ଢେଙ୍କାନାଳ: ମମତା ମେହେର ହତ୍ୟା ପ୍ରସଙ୍ଗ ରେ ଢେଙ୍କାନାଳ ଜିଲା ମହିଳା ମୋର୍ଚ୍ଚା ଆନେ୍ଦାଳନ କୁ ଓହ୍ଲାଇଛି । ଢେଙ୍କାନାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖରୁ ବାହାରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି…

ସଖୀର ନିଜସ୍ୱ ଗୃହର ଶୁଭ ଉଦ୍‌ଘାଟନ

ଢ଼େଙ୍କାନାଳ:  ସଖୀ (ୱାନ୍ ଷ୍ଟପ୍ ସେଣ୍ଟର) ଢ଼େଙ୍କାନାଳର ନିଜସ୍ୱ କାର୍ଯ୍ୟାଳୟ ଗୃହର ଶୁଭ ଉଦ୍‌ଘାଟନ ଜିଲ୍ଲାପାଳ  ସରୋଜ କୁମାର ସେଠୀଙ୍କ କରକମଳରେ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ସଦୟ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ…

ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପିକନିକ ସ୍ପଟ ସହ ଧର୍ମାନୁଷ୍ଠାନ ପରିସର ରେ ଜାରି କରାଗଲା ୧୪୪ ଧାରା 

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲାରେ ଥିବା ପ୍ରମୁଖ ଧର୍ମାନୁଷ୍ଠାନ ସପ୍ତସଯ୍ୟା ଏବଂ କପିଳାସ, ଦଣ୍ଡାଧର, ଦଦରାଘାଟି ଡ୍ୟାମ ସହିତ  ସଂଲଗ୍ନ ପରିସର ସହ ପିକ୍ନିକ୍ ସ୍ପଟ ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି କଟକଣା। ଚଳିତ ମାସ ପଚିଶ ତାରିଖରୁ ଆସନ୍ତା ଜାନୁଆରୀ ଦୁଇ ତାରିଖ…

ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ

ମେରାମୁଣ୍ଡଳୀ : ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଭାରତ ସରକାରଙ୍କ ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିସର୍ସ କୋଅପରେଟିଭ୍ ଲିମିଟେଡ଼ (ଏଫ୍ଆଇଏସ୍ଏଚ୍ଓସିଏଫ୍ଇଡ଼ି) ସହଭାଗିତାରେ ଚାଷୀମାନଙ୍କ ପାଇଁ ମତ୍ସ୍ୟ ଚାଷ ଉପରେ ଏକ ପ୍ରଶିକ୍ଷଣ ତଥା ପରିଦର୍ଶନ ଯାତ୍ରା ଆୟୋଜିତ ହୋଇଯାଇଛି । ଢେଙ୍କାନାଳ…

୪ର୍ଥ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳ ସହରର ପୌରାଞ୍ଚଳସ୍ଥିତ ପୁରୁଣା ଜିଲା ପରିଷଦ କକ୍ଷରେ ଗୁରୁଦେବଜୀ ମାର୍ଶାଲ୍ ଆର୍ଟ ଏକାଡେମୀ ଓ ଆମେଚର ତାଇକୋଣ୍ଡୋର ମିଳିତ ଆନୁକୂଲ୍ୟରେ ୪ର୍ଥ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୋପିନାଥ ମିଶ୍ର ଫାଉଣ୍ଡେସନ୍ ଓ…

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ, ଢେଙ୍କାନାଳ ବିଜେଡିର ପ୍ରସ୍ତୁତି ବୈଠକ

ଢେଙ୍କାନାଳ: ଆସନ୍ତା ୨୬ ତାରିଖ ଦିନ ଦଳର ୨୫ତମ ପ୍ରତିଷ୍ଠା ଦିବସ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟକ ବ୍ଲକ ଓ ସହରାଞ୍ଚଳରେ ପାଳନ କରାଯିବ । ଏଥିପାଇଁ ଢେଙ୍କାନାଲ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସକୁ କିଭଳି ଭାବରେ ପାଳନ କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ବିଜେଡି ଜିଲ୍ଲା ସଭାପତି…