ଅଦ୍ଵୈତ ଗଡନାୟକ ନିର୍ମାଣ କରିବେ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି
ନୂଆଦିଲ୍ଲୀ : ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ମହାନ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମୂର୍ତ୍ତିର ହୋଲୋଗ୍ରାମର ବିମୋଚନ କରିଛନ୍ତି । ନ୍ୟାସନାଲ ଗ୍ୟାଲେରୀ ଅଫ ମଡେର୍ଣ୍ଣ ଆର୍ଟର ମହା ନିର୍ଦ୍ଦେଶକ…