Browsing Category
ପ୍ରମୁଖ ଖବର
ଜାତୀୟ ସ୍ତରୀୟ ଆମ୍ବ ପ୍ରଦର୍ଶନୀରେ ଯୋଗଦେଲେ ସାଂସଦ
ଢେଙ୍କାନାଳ : ଦିଲ୍ଲୀ ୱ୍ୱେଷ୍ଟର୍ଣ୍ଣକୋଟ୍ ଠାରେ ଜାତୀୟ ସ୍ତରର ଆମ୍ବ ପ୍ରଦର୍ଶନୀକୁ ନିମନ୍ତ୍ରଣ ପାଇ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇଥିଲେ । ଏହି ଆମ୍ବ ପ୍ରଦର୍ଶନୀ ମେଳାରେ ୩୫୦ପ୍ରକାରରୁ ଉଦ୍ଧ୍ୱର୍ ପ୍ରଜାତିର ଆମ୍ବ ବିଭିନ୍ନ ରାଜ୍ୟରୁ ଆସି ପ୍ରଦର୍ଶିତ ହେବାର ଦେଖିବାକୁ…
ପୁର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ଆଦିତ୍ୟର ଚିକିତ୍ସା ପାଇଁ ସମ ହସ୍ପିଟାଲରେ ଭର୍ତି କଲେ
କାମାକ୍ଷାନଗର: କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଂଚାୟତ ତୋରଡ଼ାନାଳୀ ଗ୍ରାମର ଦୁର୍ଯ୍ୟୋଧନ ସାହୁଙ୍କ ପୁଅ ଆଦିତ୍ୟ ସାହୁ(୧୨)ଅଜଣା ରୋଗରେ ପୀଡିତ । ୩ ବର୍ଷ ହେଲାଣି ଆଦିତ୍ୟ ଙ୍କ ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ଅଙ୍ଗ ପ୍ରତ୍ୟଙ୍ଗ ଚଳ ପ୍ରଚଳ ହେଉ ନାହିଁ । ଖେଳ କୁଦ ପାଠ ପଢିବା ବୟସରେ ଶଯ୍ୟାଶାୟୀ ।…
ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଓଡିଆ ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ତନ୍ମୟ କବିଙ୍କର ବିଦାୟ କାଳୀନ ଉତ୍ସବ ତା ୨୮.୦୭.୨୦୨୨ ରିଖ ଦିନ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର ଦାସ…
ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା
ଢେଙ୍କାନାଳ: ଗତକାଲି କାମାକ୍ଷାନଗର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ମୃତୁ୍ୟରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋକସଭାରେ ସବୁରି କଥା ସଂପାଦକ ସଦାଶିବ ମହାପାତ୍ର…
ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ବିୟୋଗରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘର ଶୋକସଭା
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ କାମାକ୍ଷାନଗର କଳିଙ୍ଗ ଟିଭିର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି(୩୨) ଆଜି ରାସ୍ତା ଦୁର୍ଘଟଣାରେ ତାଙ୍କର ବିୟୋଗରେ ଏକ ଶୋକସଭା କଙ୍କଡାହାଡ଼ ଠାରେ ଅନୁଷ୍ଠିତ ହେଇଥିଲା ।
ଦୁଷ୍ମନ୍ତ ଙ୍କ ପରଲୋକ ରେ ଓଡ଼ିଆ…
ସଡକ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କ ଅକାଳ ବିୟୋଗ
ଭୁବନ : ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଥାନା ଛକ ନିକଟରେ ସଡକ ଦୁର୍ଘଟଣାରେ କଳିଙ୍ଗ ଟିଭି ର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦) ଙ୍କର ଅକାଳ ବିୟୋଗ ହୋଇଛି ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ ,ଆଜି ସୋମବାର ସକାଳ ୧୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ ଜନଶୁଣାଣି…
ଧାନ ମଣ୍ଡିର ସମସ୍ୟା ନେଇ ୭ଘଣ୍ଟା ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ନିବୃତ
ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଦିଆ ବ୍ଲକ ଷଡ଼ଙ୍ଗୀ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣା ବିକା କୁ ନେଇ ସମସ୍ୟା କାରଣରୁ ଶନିବାର ଷଡ଼ଙ୍ଗୀ କଲେଜ ଛକରେ ୭ଘଣ୍ଟା ରାସ୍ତା ଅବରୋଧ ରଖାଯାଇଥିଲା । ରାସ୍ତା ଅବରୋଧ ଯୋଗୁଁ ଢେଙ୍କାନାଳ ଜିଲା ସଦର ମହକୁମା ସମେତ ଭୁଵନ ,…
ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶଶୁର ମୃତ , ହତ୍ୟାକାରୀ ଜ୍ବାଇଁ ଫାଣ୍ଡିରେ ଅଟକ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ଗୁଡି ସାହିରେ ସାମାନ୍ୟ ବଚସାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ । ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁରର ମୃତ୍ୟୁ ହୋଇଛି । ମୃତ ଶ୍ବଶୁର ଜଣଙ୍କ ହେଲେ ପଙ୍ଗାତିରା ଗ୍ରାମ ଗୁଡ଼ି ସାହିର ପର୍ଶୁରାମ…
ଏନଏଚ ୫୫ ବିପର୍ଯ୍ୟସ୍ତ ନେଇ ଢେଙ୍କାନାଳ ବନ୍ଦ ଡାକରା ସଫଳ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଶୁକ୍ରବାର ଦିଆଯାଇଥିବା ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ସଫଳ ହୋଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଗାଡି ମଟର ବନ୍ଦ ରହିଥିବାବେଳେ…
ଏକୁଲ ଗାଁ ପାଇଁ ବାଧକ ସାଜିଛି ପିଛୁଳି ନଦୀ :ଷ୍ଟ୍ରେଚରରେ ବୁହା ହେଇ ନଦୀ ପାର ହେଲେ ଜ୍ଵରରେ ପିଡିତା ମହିଳା
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ରେ ଅବସ୍ଥିତ ଅପହଞ୍ଚ ଭାବେ ପରିଚିତ କଙ୍କଡାହାଡ଼ ବ୍ଲକର ନଗଡା କୁହା ଯାଉଥିବା ଏକୁଲ ଗ୍ରାମ ।ଏକୁଲ ଉପରେ ନିର୍ଭର କରୁଛନ୍ତି ଅନ୍ୟ ତିନୋଟି ଗ୍ରାମ ସେକୁଲ,କୋଟ, ପୁଟିପାଳ ଗ୍ରାମର ୧୦୦ ପରିବାର ବସବାସ କରିଥାନ୍ତି ।ଏକୁଲ…