Take a fresh look at your lifestyle.
Browsing Category

ପ୍ରମୁଖ ଖବର

ସମୂହ ବ୍ରତୋପନୟନ ଅନୁଷ୍ଠିତ

ଢେଙ୍କାନାଳ : ଓଡିଶା ରେ ପ୍ରଥମ ଥର ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ସ୍ଵପ୍ନେଶ୍ଵର ମନ୍ଦିର ରେ ଏକ ସାମୂହିକ ଉପନୟନ ସଂସ୍କାର ରେ ୧୦୮ ବ୍ରାହ୍ମଣ ବାଳକ ଙ୍କୁ ଉପନୟନ କରାଯାଇଥିଲା | ଏହି ମହତ୍…

ପିଙ୍ଗୁଆ ଡିଗ୍ରୀ କଲେଜ ର ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ

 ଢେ଼ଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଅଗ୍ରଣୀ ପିଙ୍ଗୁଆ ଡିଗ୍ରୀ କଲେଜରେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କର ଉଦେଶ୍ୟରେ ରେ ଏକ ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଉତ୍ସବ କୁ କଲେଜ ର ଅଧ୍ୟକ୍ଷ ଭଗବାନ ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି…

ଆଜି ଠାରୁ ବଳଦେବଜୀଉଙ୍କ ପହିଲି ଭୋଗ ଆରମ୍ଭ

ଢେଙ୍କାନାଳ  : ଢେ଼ଙ୍କାନାଳ ର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ନିକଟ ରେ  ଆଜି ଠାରୁ  ପହିଲି ଭୋଗ ଆରମ୍ଭ ହୋଇଛି | ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ | ଆଜି ପ୍ରାତଃ ରୁ ମଙ୍ଗଳ ଆଳତି କରାଯାଇ ମହାସ୍ନାନ , ନୂତନ ବସ୍ତ୍ର ପରିଧାନ , ତୁଳସୀ ହାର ,ଫୁଲ ହାର ରେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର ଉପଖଣ୍ଡରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ ପାଇଁ ବିଷଦ ଆଲୋଚନା

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ…

ବାଲ୍ୟ ବିବାହ କୁ ବନ୍ଦ କଲା ପ୍ରଶାସନ

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ କାଟେଣୀ ଗ୍ରାମ ସନିକଟ କୁମ୍ଭାରୁନୀବାଟି ଗ୍ରାମରେ ଆଜି ଏକ ବାଲ୍ୟ ବିବାହ କୁ ପୁଲିସ ଏବଂ ପ୍ରଶାସନ ବନ୍ଦ କରିଛନ୍ତି | ଜଣେ ୧୭ବର୍ଷୀୟ ନାବାଳିକାକୁ ଜଣେ ଯୁବକ ବିବାହ କରୁଥିବାର ଖବର ପାଇ ଗଁଦିଆ ବ୍ଲକ ମହିଳା ଓ ଶିଶୁ ବିକାଶ ପକଲ୍ପ ଅଧିକାରୀ ଉର୍ମିଳା…

ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ

ଢେଙ୍କାନାଳ : ବିଶିଷ୍ଟ ଭାଷା ବିଜ୍ଞାନୀ, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଧ୍ୱିତତ୍ୱବିଦ, ପ୍ରତିଥଯଶା ପ୍ରାଧ୍ୟାପକ, ସୁସାହିତି୍ୟକ, ସଫଳ ଅନୁବାଦକ ସ୍ୱର୍ଗତ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ୧୦୦ ବର୍ଷ ପୁର୍ତି ଦିବସ ୧୪ ଡିସେମ୍ବର ୨୦୨୧ ତାରିଖରେ ତାଙ୍କ…

କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା

ଢେଙ୍କାନାଳ : ଭୁବନେଶ୍ୱରସ୍ଥିତ କଂଗ୍ରେସ୍ ଭବନରେ ପୁଲିସ୍ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା ଜିଲା କଂଗ୍ରେସ୍ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କରାଯାଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲା ଆରକ୍ଷୀ…

ମନରେଗାରେ ମହାଘୋଟଲା: ଫଳକକୁ ନେଇ ସନ୍ଦେହ

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକରେ ଦିନକୁ ଦିନ ମନରେଗା ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି | ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଠିକାଦାର ମନ ଇଛାରେ ମେସିନ ଲଗେଇ କାମ କରୁଛନ୍ତି ତ କେଉଁ ଠାରେ ସୂଚନା ଫଳକରେ ସଠିକରେ ଫଳକ ଲେଖା ଯାଉ ନାହିଁ ! ଏହି ପରି ଭାବରେ କାର୍ଯ୍ୟ କରି…

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢେଙ୍କାନାଳ : ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ସ୍ତ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି | ଏଥିରେ ଜଣେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି | ପ୍ରକାଶ ଯେ, ଭୁବନ ଲଷ୍ମୀଛକ ତେଲିସାହି ର ଡମ୍ବୁରୁଧର ପୃଷ୍ଟି ଙ୍କର ପୁତ୍ର ସଂଜୀଵ କୁମାର ପୃଷ୍ଟି…

ମହିମାହାବିଦ୍ୟାମଳୟ  ଇଂରାଜୀ ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର

ଯୋରନ୍ଦା :  ମହିମା ମହାବିଦ୍ୟାଳୟ ଯୋରନ୍ଦାର ଇଂରାଜୀ ବିଭାଗରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ Role of Nature in Kalidasa's Abhijnana Shakuntalam  ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡ଼ଃ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା…