Take a fresh look at your lifestyle.
Browsing Category

ପ୍ରମୁଖ ଖବର

ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରାଶୀତ ବସ୍ତ୍ର ବଣ୍ଟନ

ଢେଙ୍କାନାଳ  : ଢେଙ୍କାନାଳ ଜି୍ଲା ଗଁଦିଆରେ ଥିବା ଆଞ୍ଚଳିକ ସେବା ସଙ୍ଗଠନ ଦ୍ୱାରା ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ସଙ୍ଗଠନର ସଭାପତି ବିଦ୍ୟାଧର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉତ୍ସବରେ ଆଜିରଗୋଟିଏ ଦିନରେ ଖରାପ ଦୁର୍ଗୁଣକୁ ତ୍ୟାଗ କରିବା ସହିତ…

ଢେଙ୍କାନାଳ ରେ ସମର କବି ବ୍ରଜନାଥ ପ୍ରତିମୂର୍ତ୍ତି କୁ ଅଣଦେଖା : ଢେଙ୍କାନାଳ ଥିଙ୍କର୍ଷ ଫୋରମ ର ପ୍ରତିବାଦ

ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ଷ ଫୋରମ  ସହର ର କିଛି ବୁଦ୍ଧିଜୀବୀ ସମର କବି ବ୍ରଜ ନାଥ ବଡ଼ଜେନା ଙ୍କ ପ୍ରତିମୂର୍ତ୍ତି କୁ ଅଣଦେଖା କୁ ପ୍ରତିବାଦ କରିଛନ୍ତି |  ସ୍ଥାନୀୟ ବଳରାମ ମନ୍ଦିର ନିକଟରେ ଥିବା ମୁନିସିପାଲିଟି ପାର୍କ ଭିତରେ   ମାଟିର ବିଶିଷ୍ଟ କବି ସମର ତରଙ୍ଗ ର ରଚୟିତା…

ବାପଟିଷ୍ଟ ଚର୍ଚ୍ଚ ରେ ବଡଦିନ ପାଳିତ

 ଢେଙ୍କାନାଳ : ଢେଙ୍କାନାଳ ଜୟ ଗୋପାଳ ସାହି ସ୍ଥିତ ବାପଟିଷ୍ଟ ଚର୍ଚ୍ଚ ରେ କୋଭିଡ୍ ନିୟମ ମାନି ବଡ ଦିନ ପାଳିତ ହୋଇଯାଇଛି । ଏଥିରେ ତାଙ୍କ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପିଲା ମାନଙ୍କ ଦ୍ଵାରା ପରିଵେଷିତ ଡ୍ରାମା , ନାଚ, ଗୀତ ଗାଇ ଆଜି ଏହି ବଡ ଦିନ ପର୍ବକୁ ଉତ୍ସାହ ବଢାଇଥିଲେ।…

ଖଙ୍କିରା କପ କ୍ରିକେଟ, ମାର୍ଥାପୁର ବିଜୟୀ 

ଢେଙ୍କାନାଳ : ଗଁଦିଆ  ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଙ୍ଖକିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଅନୁଷ୍ଠିତ ଦୁଇଟି ମ୍ୟାଚ ରେ ମାର୍ଥାପୁର ବିଜୟୀ ହୋଇଛି | ଆଜି ଚତୁର୍ଥ ଦିନର ଖେଳ ଏମସିସି କଟକ ସହ ମାର୍ଥାପୁର (ଜିରାଳ ) ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ଏମସିସି…

ଖଙ୍କିରା କପ କ୍ରିକେଟ, ବାରକଣା କ୍ଲବ ବିଜୟୀ

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଖେଳପଡ଼ିଆଠାରେ ଚାଲିଥିବା ୨୯ତମ ଖଙ୍କରାକପ କ୍ରିକେଟ ଟୁର୍ଣାମେଣ୍ଟର ଆଜି ଥିଲା ତୃତୀୟ ଦିବସ । ଷତଙ୍ଗୀ କ୍ରିକେଟ କ୍ଳବ ଓ ବାରକଣା କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେଟସ ଜିତି ବାରକଣା କ୍ରିକେଟ କ୍ଳବ ୨୦ ଓଭରରେ…

ଗର୍ଭଣା ମାଈ ହାତୀ ର ମୃତ୍ୟୁ, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ଗଁଦିଆ ବ୍ଲକରେ ବାରମ୍ବାର ଦେଖିବାକୁ ମିଳୁଛି ହାତୀ ମଡକ | ପୁଣି ଆଜି ଆଉ ଏକ ଗର୍ଭଣା ହାତୀର ମୃତ ଦେହ ଠାବ କରାଯାଇଛି |  ଗତକାଲି ରାତିରେ ଅଉ ଏକ ଗର୍ଭଣି ମାଈହାତୀଟି ଛୁଆ ଜନ୍ମ କରି ନପାରି ଧନିଆନାଲି ପାଳଗଣ୍ଡୁଆ ଦେଇ ଯାଇଥିବା ଜଙ୍ଗଲ ରାସ୍ତା ର ଜରିଟାଙ୍ଗର ନିକଟରେ…

ଘରୋଇ ଓ ଇଂରାଜୀ ମାଧ୍ୟମ ସ୍କୁଲ୍ ପରିଚାଳନା ଓ ଫି ନିର୍ଦ୍ଧାରଣ ପାଇଁ ଦୃଢ ନିୟନ୍ତ୍ରଣ ଆଇନ୍ ଦାବି

ଭୁବନେଶ୍ୱର : ସ୍ଥାନୀୟ ଲୋହିଆ ଏକାଡ଼େମୀ ଠାରେ ସର୍ବଭାରତୀୟ ଅଭିଭାବକ ସଂଘ (ଆଇପା) ତରଫରୁ ଡ. ଅମୀୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷାବିତ୍, ଶିକ୍ଷକ ସଂଘ, ଅଭିଭାବକ ଓ ଶିକ୍ଷା ଅଧିକାରର କର୍ମୀମାନଙ୍କର ଏକ ମିଳିତ ରାଜ୍ୟସ୍ତରୀୟ ବୈଠକରେ ଆଇପା ଦ୍ୱାରା…

୨୭ରେ ରାଜ୍ୟସ୍ତରୀୟ ବିଶାଳ ପାଇକ ସମାବେଶ

ଭୁବନେଶ୍ୱର :ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଜଟଣୀ ବିଧାୟକ…

ବେଗା ମହୋତ୍ସବ ଉଦଯାପିତ

ଢେ଼ଙ୍କାନାଳ : ଗଁଦିଆ ବ୍ଲକ ର   ବେଗା ଗ୍ରାମରେ ମା ତାରିଣୀ ଫ୍ରେଣ୍ଡ୍ସେ  କ୍ଳବ୍ ସହଯୋଗ ରେ ତିନିଦିନ ଧରି ଚାଲୁଥିବା ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଗତ କାଲି ବିଳମ୍ବିତ ରାତ୍ରୀ ରେ  ଉଦଯାପିତ  ହୋଇଯାଇଛି | ଏହିକାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ  ଶ୍ରୀ ଚୈତନ୍ୟ ଇନଷ୍ଟିଚୁଟ ଫର…

ନିଆଁର ରେ ଦୁଇ ପରିବାରର ଦଶ ବଖରା ଘର ଭସ୍ମୀଭୂତ

ଢେଙ୍କାନାଳ: ନିଆଁର ଆଁରେ ଭସ୍ମୀଭୂତ ଦୁଇ ପରିବାରର ଦଶବଖରା ଚାଳଛପର ଘର।ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଇଶ୍ୱରାପାଳ ଗାଁରେ ଅଗ୍ନିକାଣ୍ଡ।ଗାଁର ବୁବୁଲି ମିଶ୍ର ଓ ବିନ ମିଶ୍ରଙ୍କ ଘରେ ଆଜି ଅପରାହ୍ନ ୧ଟା ସମୟରେ ହଠାତ ଅଗ୍ନିକାଣ୍ଡ…