Browsing Category
ପ୍ରମୁଖ ଖବର
ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଢେଙ୍କାନାଳର ୨୧ ଖେଳାଳୀ ମନୋନିତ
ଢେଙ୍କାନାଳ: ଆମେଚର ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଢେଙ୍କାନାଳ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଉତିନ୍ନ ହୋଇଥିବା ଗୁରୁଦେବଜୀ ଏକାଡେମୀର ୨୧ ପ୍ରତିଯୋଗୀ ଆଜି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି । ମନୋନିତ ପ୍ରତିଯୋଗୀମାନଙ୍କୁ…
ଶାଶ୍ୱତ କଳା ସଂସଦ ଆୟୋଜିତ କଲା ସ୍ୱପ୍ନେଶ୍ୱର ମହୋତ୍ସବ
ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ଅଭିନନ୍ଦନ ଗାର୍ଡେନ୍ଠାରେ ଶାଶ୍ୱତ କଳା ସଂସଦ ଦ୍ୱାରା ଆୟୋଜିତ ତଥା ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ୭ମ ସ୍ୱପ୍ନେଶ୍ୱର ମହୋତ୍ସବ କୋଭିଡ୍ କଟକଣା ନିୟମ ଅନୁସାରେ ପାଳିତ ହୋଇଯାଇଛି । ଶତୃଘନ ମାଟିଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ…
ରାଜ୍ୟସ୍ତରୀୟ ଆମ୍ବପଡା କପ କ୍ରିକେଟ ଉଦଯାପିତ: ଯାଜପୁର ଚାମ୍ପିୟନ
ଢେଙ୍କାନାଳ : ଗଁଦିଆ ବ୍ଲକ ଆମ୍ବପଡ଼ା ଖେଳପଡିଆରେ ଚାଲିଥିବା ତୃତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ଯାଜପୁର ବିଜୟୀ ହେବାସହ ଟୁର୍ନାମେଣ୍ଟ ଚାମ୍ପିୟାନ ହୋଇଛି | ସୂର୍ଯ୍ୟକାନ୍ତ ମଲ୍ଲିକ ମ୍ୟାନ ଅଫ ମ୍ୟାଚ ଓ ମ୍ୟାନ ଅଫ ସିରିଜ ଭାବେ ଜୁନନ୍ଦ ଖାଁନ …
ରାଧାଦେଇପୁର କପ କ୍ରିକେଟ, ଏମ ସି ସି କାମାକ୍ଷାନଗର ବିଜୟୀ
ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ୩୧ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ କାମାକ୍ଷାନଗର ଏମସିସି ବିଜୟୀ ହୋଇଛି | ପ୍ରଥମେ ବ୍ୟାଟିଂ କରି ରାକେଶ ସ୍ଵାଇଁ ଓ ସନ୍ଦୀପ ପରିଡ଼ାଙ୍କ ଅର୍ଦ୍ଧଶତକ ସହାୟତାରେ 228 ରନ ସଂଗ୍ରହ କରିଥିଲେ।…
ଖଙ୍କିରା କପ କ୍ରିକେଟ, ଆୟୋଜକ ଖଙ୍କିରା ବିଜୟୀ
ଢେଙ୍କାନାଳ : ଗଁଦିଆ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଙ୍ଖକିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୋମବାର ଷଷ୍ଠ ଦିନର ଖେଳ ଖଙ୍କିରା ସହ ଧାନମଣ୍ଡଳ ର ଖେଳ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ରେ ଆୟୋଜକ ଖଙ୍କିରା ବିଜୟୀ ହୋଇଛି | ପ୍ରଥମେଟସ ଜିତି ଧାନମଣ୍ଡଳ 20 ଓଭରରେ 144…
ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ କୁ ହରାଇ ଭୁବନ କ୍ରିକେଟ କ୍ଲବ ବିଜୟୀ
ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସୋମବାର ତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ଏବଂ ଭୁବନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି…
ଅଲଟ୍ରା ମାରାଥନ: ୧୨ ଘଣ୍ଟା ରେ ସିଦ୍ଧାର୍ଥ ଦୌଡିଲେ ୧୧୬ କି. ମି .
ଢେଙ୍କାନାଳ : ପ୍ରାଇଡ୍ ରନର୍ସ୍ ଆଣ୍ଡ ସାଇକେଲିଷ୍ଟ୍ କମ୍ୟୁନିଟି ଦ୍ଵାରା ଅନୁଷ୍ଠିତ ୧୨ ଘଣ୍ଟିଆ ଦୌଡ ପ୍ରତିଯୋଗୀତା ରେ ଢେଙ୍କାନାଳ ର ସିଦ୍ଧାର୍ଥ ଶଙ୍କର ଙ୍କ ସଫଳତା ଚର୍ଚ୍ଚା ରେ ରହିଛି | ସିଦ୍ଧାର୍ଥ ୧୨ ଘଣ୍ଟା ରେ ୧୧୬ କି. ମି. ଦୌଡ଼ି ରେକର୍ଡ କରିଛନ୍ତି | ଏହି ସଫଳତା ପାଇଁ ତାଙ୍କୁ…
ବଜରଙ୍ଗ କ୍ଲବର ଭିନ୍ନ ପ୍ରୟାସ , ମହିଳା ଦେଲେ ୬୧ ୟୁନିଟ ରକ୍ତ
ଢେଙ୍କାନାଳ: ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ସବୁବେଳେ ଭିନ୍ନ ପ୍ରୟାସ କରି ସମାଜସେବାରେ ନିୟୋଜିତ ରହିଛି । କ୍ରମାଗତଭାବେ କ୍ଲବ ତୃତୀୟ ମହିଳା ରକ୍ତଦାନ ଶିବିର ଆୟାଜିତ କରିଛି । ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।ସ୍ଥାନୀୟ ଶ୍ରୀ ବଳରାମଜୀଉ…
ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନୁଆ ଗାଁ ଗ୍ରାମ ରେ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ନୁଆଗାଁ ଗ୍ରାମ ର ସତ୍ୟବାଦୀ ଅନୁଷ୍ଠାନ ର ସହଯୋଗ ରେ ଏକ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। କାର୍ଯ୍ୟ କ୍ରମରେ କ୍ରୀଡାବିତ୍ ମାନେ ବିଭିନ୍ନ ଗ୍ରାମରୁ ଆସି ଅଂଶ…
କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ
କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜୁ ଜନତା ଦଳ ପକ୍ଷରୁ 25 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। କଙ୍କଡ଼ାହାଡ଼ ବ୍ଲକର ଲୋକ ପ୍ରିୟ ଯୁବ ଅଧ୍ୟକ୍ଷ କାର୍ତ୍ତିକ ସାହୁ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା…