Browsing Category
ରାଜ୍ୟ ଖବର
ପିତାମାତାଙ୍କ ସହଭାଗିତା ବୈଠକ
ଢେଙ୍କାନାଳ : ଗଁଦିଆ ବ୍ଳକ ର ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ପିତାମାତାଙ୍କ ସହଭାଗିତା ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ତେର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠୀ…
ପର୍ବତରାଣୀ ବିଭାରାଣୀ ଙ୍କୁ ଇନର ହୁଇଲ କ୍ଲବ ଅଫ ଢେଙ୍କାନାଳ ତରଫରୁ ସହାୟତା
ଢେଙ୍କାନାଳ: ସ୍ଥାନୀୟ ଅର୍ କେ ରେଜେନ୍ସୀ ର ସଭା ଗୃହ ରେ ସେପ୍େଟମ୍ବର ମାସ ୧୨ ତାରିଖ ଦିନ ଇନର୍ ହୁଇଲ୍ କ୍ଲବ୍ ଅଫ ଢେଙ୍କାନାଳ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।ପ୍ରକାଶ ଥାଉ କି ଆସନ୍ତା ସେପ୍େଟମ୍ବର ମାସ ୧୪ ତାରିଖ ଦିନ ବିଭାରାଣୀ ପାତ୍ର ଆଫ୍ରିକା ର କିଲିମଞ୍ଜର…
ଆସୁଛି ୨ ବଡ ଲଘୁଚାପ!
ଆଞ୍ଚଳିକ ପାଣିପାଗ କେନ୍ଦ୍ର : ଆସୁଛି ବଡ ଲଘୁଚାପ । ଗୋଟିଏ ନୁହେଁ ଦୁଇ ଦୁଇଟି ଲଘୁଚାପ! ରାଜ୍ୟରେ ଲାଗି ରହିବ ତୁହାକୁ ତୁହା ବର୍ଷା। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଏହାକୁ…
କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ
ଢେଙ୍କାନାଳ : ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଲଳିତ ମୋହନ ବେହେରା ଜାତୀୟ ପତାକା ପ୍ରଦର୍ଶିତ କରି ଜିଲ୍ଲାର ପାର୍ବତୋରୋହୀ ବିଭାରଣୀ ପାତ୍ରଙ୍କ କିଲ୍ଲିମଞ୍ଜର ପର୍ବତ ଆରୋହଣ ର ଯାତ୍ରା ଶୁଭାରମ୍ଭ କରିଛନ୍ତି l ସେ ଓଡାପଡା ବ୍ଲକ ର ମେରାମୁଣ୍ଡଳୀ…
ଗଂଜାମ ଜିଲ୍ଲା ସରପଞ୍ଚ ସଂଗଠନର କ୍ଷୋଭପ୍ରକାଶ
ବ୍ରହ୍ମପୁର : ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତଗୁଡ଼ିକୁ ଲିଖିତଭାବେ ଅଖଣ୍ଡ କ୍ଷମତା ପ୍ରଦାନ ବ୍ୟବସ୍ଥା ରହିଛି ା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ବିଶେଷ କରି…
ନଗଡା ଏବେ ତାଗଡ଼ା
ଭୁବନ : ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଳ ପଞ୍ଚାୟତ ର ନଗଡ଼ା ଆଜି ତାଗଡ଼ା ହୋଇଯାଇଛି । ଯେଉଁ ନଗଡା ର ଅପପୁଷ୍ଟି ଓ ଅର୍ଦ୍ଧହାର କୁ ନେଇ ୨୦୧୭ ମସିହା ରେ ଓଡିଶା ରାଜନୀତି ସରଗରମ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନଗଡା ର ପାଦଦେଶ ରେ ପହଞ୍ଚି ବିକାଶ ମୂଳକ କାର୍ଯ୍ୟ ପାଇଁ କୋଟି…
ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି
ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ।ଡିସେମ୍ବରରୁ ପଟ୍ଟା ବଣ୍ଟନ । ଭୁବନେଶ୍ୱର ପତିତ ଜମିର ସତ୍ତ୍ୱ ରାଜସ୍ୱ ବିଭାଗ Task Forceର SOP ଭିତ୍ତିରେ ନିର୍ଦ୍ଧାରିତ ହେବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ…
ସକ୍ରିୟ ହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ…
ଅନ୍ତର୍ଜାତୀୟ ଜାଭେଲିନ ଖେଳାଳି କିଶୋର ଜେନାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ହଙ୍ଗେରୀର ବୁଦାପେଷ୍ଟ ଠାରେ ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନ ଅଧିକାର କରି ସଫଳତା ହାସଲ କରିଥିବା ପ୍ରଥମ ଓଡ଼ିଆ ଆଥଲେଟ୍ କିଶୋର ଜେନାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା…
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସେ କହିଛନ୍ତି ଯେ ଶ୍ରୀ ପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।…