Take a fresh look at your lifestyle.
Browsing Category

ରାଜ୍ୟ ଖବର

ମହାସମାରୋହରେ ହେବ ବିଷୁବ ସାହିତ୍ୟ ପର୍ବ

ଖୋର୍ଦ୍ଧା : ଖୋର୍ଦ୍ଧା ସାହିତ୍ୟ ସଂସଦ ଏବଂ ଓଡିଆ ଯୁବ ଲେଖକ ସମ୍ମେଳନର ମିଳିତ ଆନୁକୂଲ୍ୟରେ ‘ରାଜ୍ୟ ଲେଖକ ସମାବେଶ ଓ ବିଷୁବ ସାହିତ୍ୟ ପର୍ବ’ ଆସନ୍ତା ୧୪ ଅପ୍ରେଲ ଗୁରୁବାର ଦିନ ସ୍ଥାନୀୟ ପ୍ରାଣନାଥ ମହାବିଦ୍ୟାଳୟର ମୈତ୍ରୀ ଭବନରେ ମହାସମାରୋହରେ ଆୟୋଜିତ ହେବ ବୋଲି ଓଡିଆ ଯୁବ ଲେଖକ ସମ୍ମେଳନର…

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ କନିଷ୍ଠ କିରାଣୀ

ଭୁବନ: ଭୁବନ ଗୋଷ୍ଠୀଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର ଜନୈକ କନିଷ୍ଠ କିରାଣୀ ବିଭୁ ପ୍ରସାଦ ବେହେରା ଜଣେ ଶିକ୍ଷୟିତ୍ରୀଙ୍କର ମେଡିସିନ ବିଲ୍ ପାସକରାଇ ଦେବା  ପାଇଁ  ୫ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସହାତରେ ଧରାପଡିବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର…

ସହାନୁଭୂତିର ଶିକ୍ଷା ଦେଇଥାଏ ରମଜାନ ର ରୋଜା

କେଡ଼େ ଆନନ୍ଦର ମାସ ଆସିଲା ସାରା ସଂସାର ଆନନ୍ଦେ ହସିଲା, ଅଲ୍ଲାହ୍ ପାଦ ତଳେ ଯା'ର ଭକତି ତା'ର ହୃଦୟ ଆନନ୍ଦେ ନାଚୁଛି। ଆରବୀ ଶବ୍ଦ ରମଜାନ ଯାହାର ଆକ୍ଷରିକ ଅର୍ଥ ହେଲା ଜଳିଯିବା ଅର୍ଥାତ୍ ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ। ଇସଲାମି ହିଜରି କ୍ୟାଲେଣ୍ଡର ଅନୁସାରେ ରମଜାନ…

ଲୋକସେବକ ମଣ୍ଡଳର ଓଡିଶା ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ : ଦେଶର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପଞ୍ଜାବକେଶରୀ ଲାଲା ଲାଜ୍ପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଓଡିଶା ଶାଖାର ଅଧ୍ୟକ୍ଷ ଭାବେ ଦୈନିକ "ସମାଜ'ର ପ୍ରକାଶକ ଓ ମୁଦ୍ରାକର ତଥା ମଣ୍ଡଳର ସର୍ବଭାରତୀୟ ଉପସଭାପତି ପଣ୍ଡିତ ନିରଞ୍ଜନ ରଥ ଅବସ୍ଥାପିତ…

କାଳବୈଶାଖୀ: ୧୦ ଜିଲ୍ଲାକୁ ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୫ ତାରିଖ (ଶୁକ୍ରବାର) ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ବା କାଳବୈଶାଖୀ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି…

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ପ୍ରଦାନ କରାଯାଉ

ଢେଙ୍କାନାଳ : ଖବର ସଂଗ୍ରହ କ୍ଷେତ୍ରରେ ନିୟୋଜିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ କରବା ପାଇଁ ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଶେଷକରି ପଂଚାୟତ ନିର୍ବାଚନ ସମୟରେ ଖବର ସଂଗ୍ରହ କରୁଥିବା…

ଯୋରନ୍ଦା ମେଳାର ଅନ୍ତିମ ପର୍ବ ଗୋଷ୍ଠୀ ସତ୍ସଙ୍ଗ : ଆଜିଠୁ ଫେରିବେ ନିଜ ଆଶ୍ରମକୁ ସନ୍ନ୍ୟାସୀ,ସାଧୁ ,ତ୍ୟାଗୀ ଓ ବୈରାଗୀ

ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାର ଅନ୍ତିମ ପର୍ବ ହେଉଛି ଗୋଷ୍ଠୀ ସତ୍ସଙ୍ଗ । ଏହି ଗୋଷ୍ଠୀ ସତ୍ସଙ୍ଗ ଉତ୍ସବ ମହିମାଗାଦିର ନାଟିମା ବଜାର ଗୋଷ୍ଠୀ ସତ୍ସଙ୍ଗ ବେଢାରେ ଗୁରୁବାର ପୂର୍ବାହ୍ନ ସାଢେ ୧୦ଟାରେ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ସତ୍ସଙ୍ଗରେ ୨ ଶହ ରୁ ଉଦ୍ଧ୍ୱର୍ ବକ୍କଳଧାରୀ…

ଗୁଣ୍ଡିଚାପଡ଼ା ଠାରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଆନୁକୁଲ୍ୟରେ ମୁସଲେହ୍ ମଊଦ ଦିବସ ଅଥବା ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା, ଏହି ଧର୍ମ ସଭାରେ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ…

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ପ୍ରେସ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ କ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ି ଚାଲିଥିବାରୁ ପ୍ରେସ କାଉନସିଲ ସଦସ୍ୟ ,ଓ ୟୁ ଜେ ସଭାପତି ପ୍ରସନ୍ନ ମହାନ୍ତି ଘୋର ଉଦବେଗ ପ୍ରକାଶ କରିଛନ୍ତି। ପୋଲିସ ପ୍ରଶାସନ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ…

ମାର୍ଚ୍ଚ ୨୦ ରେ ହେବ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ

କୋଣାର୍କ : ଓଡ଼ିଶାର ପ୍ରଥିତଯଶା ନୃତ୍ୟଗୁରୁ ସ୍ୱର୍ଗୀୟ ପଦ୍ମଶ୍ରୀ ଡଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ୧୯୮୬ ମସିହାରେ ପ୍ରତିଷ୍ଠିତ ହୋଇଥିବା କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ୩୬ତମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ଆସନ୍ତା ମାର୍ଚ୍ଚ ମାସର ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି କୋଣାର୍କ…