Take a fresh look at your lifestyle.
Browsing Category

ରାଜ୍ୟ ଖବର

ମା’ ରାମଚଣ୍ଡୀଙ୍କ ପୀଠରେ ହାଣ୍ଡିଭଙ୍ଗା ଯାତ

ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ ତଥା ଅଧିଷ୍ଠାତ୍ରୀ ଦେବୀ । ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ମାଦଳା ପାଞ୍ଜି, ସରାରଳା ମହାଭାରତ, ପ୍ରାଚୀ ମାହାତ୍ମ୍ୟ, ପୁରୁତ୍ତେମ ମାହାତ୍ମ୍ୟ, ତଥା ବିଭିନ୍ନ ଐତିହାସିକ…

ଆଇଆଇଏମ୍‍ସି ପକ୍ଷରୁ ଦୁଇଦିନିଆ କାର୍ଟୁନ୍‍ କର୍ମଶାଳା ୨୧ରୁ

ଢେଙ୍କାନାଳ: ଆସନ୍ତା ୨୧ ଓ ୨୨ ତାରିଖ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଦୁଇଦିନିଆ କାର୍ଟୁନ୍‍ କର୍ମଶାଳା  ଅନୁଷ୍ଠିତ ହେଉଛି । ଏଥିରେ କାର୍ଟୁନ୍‍ ବା ବ୍ୟଙ୍ଗଚିତ୍ରର ବିଭିନ୍ନ ଦିଗ ଉପରେ ଶିକ୍ଷାଦାନ କରିବେ । ବିଶେଷକରି ବ୍ୟଙ୍ଗ ଚିତ୍ରର ପରିକଳ୍ପନା, ଏହାର…

ଦର୍ଶକଙ୍କୁ ବାନ୍ଧି ରଖିଲା ବର୍ଷାଭିଜା କବିତା ଆସର ସନ୍ଧ୍ୟା

ଢେଙ୍କାନାଳ: କେଉଁ କବିତାରେ ଦେଶ ପ୍ରେମ ତ କେଉଁ କବିତା କହୁଥିଲା ସ୍ୱାଧୀନତାର କଥା । ପୁଣି କେଉଁ କବିତାରେ ଜାତୀୟତାବୋଧର ପ୍ରତିଫଳନ ଉପସ୍ଥିତ ଦର୍ଶକଙ୍କୁ ନେଇ ଯାଉଥିଲା ଚେତନାର ଭିନ୍ନ ସ୍ତର ଆଡ଼କୁ । ଏମିତି ଏକ ଅବସର ଆଣିଦେଇଥିଲା କଥା ଓ କବିତା ଆସର ‘ଶବ୍ଦାଞ୍ଜଳି’ । ବିଶ୍ୱ କବି…

ମୋ ନାମରେ ଉଠିଥିବା ଗୁଜବ ତଥ୍ୟ ସବୁ ମିଥ୍ୟା ଓ କପୋଳକଳ୍ପିତ

ଭୁବନେଶ୍ୱର: ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମୟୂର ଅଫ୍ସେଟ୍ ପ୍ରିଣ୍ଣର୍ସ ସଂସ୍ଥାର ସତ୍ତ୍ୱାଧିକାରୀ ଶ୍ରୀ ଲଲାଟକିଶୋର ଭଂଜଙ୍କ ନାମରେ ଉଠିଥିବା ଅଭିଯୋଗ ସଂପର୍କରେ ଏକ ସ୍ପଷ୍ଟୀକରଣ ଜରିଆରେ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ତାଙ୍କର କହିବା କଥା ମୁଁ ହେଉଛି…

ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ

କୋଣାର୍କ:  ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସର ଅବ୍ୟବେହୀତ ପୂର୍ବରୁ ଡାକ ବିଭାଗ ପୁରୀ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ପେଇଁ କାଉଣ୍ଟଡାଉନ ଡେ ଆରମ୍ଭ ହୋଇଛି । ଏହି ଆନ୍ତର୍ଜାତିକ ଯୋଗଦିବକୁ ଆଉ ୫୬ ଦିନ ବାକି ଥିବାବେଳେ ଡାକ ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ବିଶ୍ୱ…

‘ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଜରୁରୀ’

ଢେଙ୍କାନାଳ :   ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଜ୍ଞାନ, ବିଜ୍ଞାନ, କୌଶଳ ଆଦି ଅନେକ କଥା ଶିଖିଥାନ୍ତି । ଯାହା ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହୁଏ । ତା’ର ପ୍ରତିଦାନରେ ସେମାନେ ଅନୁଷ୍ଠାନକୁ କିଛି ଫେରାଇବା ଉଚିତ୍‍ । ଅନ୍ତତଃ ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଓ…

ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଆଲୋଚନା ଚକ୍ର

କୋଣାର୍କ : ଓଡିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ, ମଲ୍ଲଗ୍ରାମ ପକ୍ଷରୁ କୋଣାର୍କ ସ୍ଥିତ ଶିଳ୍ପୀବାଟିକା ପରିସରରେ ଜଗନ୍ନାଥ ସଂସ୍କୃତି ସମ୍ପନ୍ଧରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ…

ସମରକବି ବ୍ରଜନାଥ ବଡଜେନାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଢେଙ୍କାନାଳ : ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସମରକବି ବ୍ରଜନାଥ ବଡଜେନାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି । ପ୍ରାତଃ ୮ଟାରେ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ତଥା ରାଜପ୍ରାସାଦ ନିକଟସ୍ଥ ଶିଶୁ ଉଦ୍ୟାନରେ ଅବସ୍ଥାପିତ…

ଅନୁଗୁଳ-ଢେଙ୍କାନାଳରୁ ମେମୁ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାବିପତ୍ର

ଢେଙ୍କାନାଳ: ଅନୁଗୁଳ-ଢେଙ୍କାନାଳରୁ କଟକ ପାଇଁ ମେମୁ ଟ୍ରେନ୍ ଚଳାଚଳ ଉଦେଶ୍ୟରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ଫୋରମ୍ ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ଆଇନଜୀଵୀ ସୁରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଯଥା ଫୋରମ୍ ର ସମ୍ପାଦକ ଭରତ କୁମାର ଦାସ,…

ଢେଙ୍କାନାଳ କଲେଜ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଢେଙ୍କାନାଳ ଗସ୍ତ ଅବସରରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲ୍ମୁନି ଆସୋସିଏସନ୍ ବା ପୁରାତନ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ…