Take a fresh look at your lifestyle.
Browsing Category

ରୂପରେଖ ସ୍ପେଶାଲ

କୁଳାଙ୍ଗାର ପୁଅ

କିରାଣୀ ଚାକିରି ଟେ କରିଥିଲି ବୋଲି ଏବେ ବସିକି ପେନସନ ପାଉଛି ସେହି ପେନସନ ଗଣ୍ଡାକେ ପରିବାର ମୋ ଚଳୁଛି।(୧) ପୁଅ ମୋର ବୁଲେଟ ଚଢିକି ବେକାର ହୋଇକି ବୁଲୁଛି ଲଭ ମ୍ୟାରେଜ କରି ସେ ସ୍ତ୍ରୀ ଆଣି ଘରେ ରଖିଛି। ପେନସନ ଟଙ୍କାରେ ସ୍ତ୍ରୀ କୁ ସେ ସପିଙ୍ଗ କରେଇ ନେଉଛି।(୨) ବରବାଦ କରି ଅଧା…

 କପିଳାସ ପୀଠରେ ଏକ ଦିବ୍ୟ ଅନୁଭୂତି

ପବିତ୍ର କପିଳାସ ପୀଠରେ ମୁଁ ଏକଦା ଅଙ୍ଗେ ନିଭାଇଥିବା ଏକ ଦିବ୍ୟ ଅନୁଭୂତି ଆପଣମାନଙ୍କ ସମକ୍ଷରେ ଉପସ୍ଥାପନ କରିବା ପୂର୍ବରୁ ଏହି ଐତିହ୍ୟ ସଂପନ୍ନ କ୍ଷେତ୍ରଟି ସଂପର୍କରେ ପ୍ରଥମେ କିଛି ସୂଚନା ଦେବା ଉଚିତ ମନେକରୁଛି। ଓଡ଼ିଶାର ମଧ୍ୟାଞ୍ଚଳରେ ଅବସ୍ଥିତ କପିଳାସ ଏକ ପୁରାଣ ପ୍ରସିଦ୍ଧ ତୀର୍ଥ ଓ…

ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ ପବିତ୍ର ଈଦ୍-ଉଲ୍- ଅଜହା

ଇଦ୍-ଉଲ୍-ଅଜହା ହେଉଛି ବଳିଦାନର ଏକ ପର୍ବ ଯାହାକି ଇଦ୍-ଉଲ୍-ଫିତରର ପ୍ରାୟ ଦଶ ସପ୍ତାହ ପରେ ପଡେ ଏବଂ ହଜ୍ (ମକ୍କାର ପବିତ୍ର ତୀର୍ଥଯାତ୍ରା)ର ସମାପ୍ତିକୁ ଚିହ୍ନିତ କରେ। ବଳିଦାନର ଏହି ପର୍ବଟି ହଜରତ ଇବ୍ରାହିମ ଏବଂ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କ ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ…

? ମହାପୁରୁଷ ବୁଦ୍ଧଦେବ ଙ୍କ ତ୍ୟାଗ?

ହିମାଳୟ ପର୍ବତ ସମୀପରେ କପିଲବସ୍ତୁ ନାମକ ନଗର ଟିଏ ଥାଏ। ମହାରାଜା ସୁଦ୍ଧୋଧନ ଗୈାତମ ଥାଆନ୍ତି ଏହାର ଶାସନ କର୍ତ୍ତା। କପିଲ୍ ବସ୍ତୁ ରେ କୈାଣସି ପ୍ରକାରର ଅଭାବ ଅନାଟନ ନ ଥାଏ, ଚାରି ଦିଗେ ସୁଖ ଶାନ୍ତିର ପରିବେଶ ଥିଲା। ଖ୍ରୀଷ୍ଟପୂର୍ବ ୫୬୩ ରେ ମହାରାଜା ସୁଦ୍ଧୋଦନ ଗୈାତମଙ୍କ ଘରେ ଗୋଟିଏ…

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ କଲା ଢେଙ୍କାନାଳ ବିଜେପି

ଢେଙ୍କାନାଳ: ବୁକ୍ ସର୍କୁଲାର୍ ୪୭ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର କରିଥିବା ତିଲେଇବଣି ବିଡିଓଙ୍କୁ ରାଜ୍ୟ ସରକାର ପରୋକ୍ଷ ଭାବେ ସମର୍ଥନ କରିବା ଓ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅନ୍ୟାୟ ଭାବେ ବିଧାୟକ…

ଅନୁଗୁଳ-ଢେଙ୍କାନାଳରୁ ମେମୁ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାବିପତ୍ର

ଢେଙ୍କାନାଳ: ଅନୁଗୁଳ-ଢେଙ୍କାନାଳରୁ କଟକ ପାଇଁ ମେମୁ ଟ୍ରେନ୍ ଚଳାଚଳ ଉଦେଶ୍ୟରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ଫୋରମ୍ ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ଆଇନଜୀଵୀ ସୁରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଯଥା ଫୋରମ୍ ର ସମ୍ପାଦକ ଭରତ କୁମାର ଦାସ,…

ଭୁବନ ର ପ୍ରସିଦ୍ଧ ଶକ୍ତିପୀଠମା’ ହିଙ୍ଗୁଳା

ମନ୍ଦିରମାଳିନୀ ଦେବଭୂମୀ ଏଇ ଭାରତ । ହଜାର ହଜାର ବର୍ଷ ଧରି ଭାରତୀୟ ସନାତନ ସଂସ୍କୃତି ବିଶ୍ୱର ଜନମାନସ କୁ ଭାବ ଓ ରସଚେତନାରେ ଆକୃଷ୍ଟ କରି ଆସିଛି । ସେହିସୃଷ୍ଟିର ଆଦିଉସô ପ୍ରକୃତି ଓ ପୁରୁଷର ରହସ୍ୟମୟ ସୃଷ୍ଟି । ସେହି ପ୍ରକୃତିକୁ ଆଦିମାତା ରୂପରେ ଆରାଧନା କରିବାକୁ ଯାଇସହସ୍ର ଶକ୍ତିପୀଠ…

ଉହୁ ଉହୁ

ଆଉ ସେ ବୟସ ରହି ନାହିଁ ବାନ୍ଧି ମନ​‌େ​‌ର ନାହିଁ ସେ ଫୁର୍ତ୍ତି ଆଉ ​‌େ​‌ସ ଫଗୁଣ ନାନା ରଙ୍ଗେ ସାଜି ଭରି ଦେଉ ନାହିଁ ଛାତି ଶୀତ ବି ସେମିତି ଆସୁଛି ଯାଉଛି ଉନ୍ମାଦ ଭରୁନି ମନେ ବସନ୍ତରେ କାହିଁ ଭରୁ ନାହିଁ ମନ କୋଇଲିର କୁହୁ ତାନେ ଦିନ ଥିଲା ଦିନେ ରଙ୍ଗ ନେଇ ସାଥେ…

ସରୋଜିନୀ ଦ୍ୱିବେଦୀ ନିଦ୍ୱର୍ନ୍ଦରେ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ

ଭୁବନ : ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଏକତାଳି ପଂଚାୟତ ର ସମିତିସଭ୍ୟା ସରୋଜିନୀ ଦ୍ୱିବେଦୀ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ଦ୍ୱିବେଦୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିରୋଧି ଦଳରୁ କୌଣସି…

ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ ସକାଳେ ପଦଯାତ୍ରା , ଅପରାହ୍ନ ରେ ବାଇକ ରାଲି

ଭୁବନ: ଚଳିତ ପୌର ନିର୍ବାଚନର ଆସନ୍ତା କାଲି ହେଉଛି ପ୍ରଚାର ର ଅନ୍ତିମ ଦିବସ । ଏଥି ସକାଶେ ଆଜି ବିଜୁ ଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇ ଶକ୍ତି ପ୍ରର୍ଶନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…