Browsing Category
ରାଜନୀତି
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବୀ
ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଗତ ୧୩ ତାରିଖରେ ଚନ୍ଦନ ନାଏକ ନାମକ ଜଣେ ରୋଗୀ ଓ ମାତ୍ର ଚାରିଦିନ ବ୍ୟବଧାନରେ ଗତ ୧୭ ତାରିଖ ଦିନ ଦୁର୍ଯେ୍ୟାଧନ ନାୟକ ନାମକ ଅନ୍ୟ ଏକ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ଉଭୟଙ୍କ ଚିକିତ୍ସାରେ ଅବହେଳା, ବେଡ୍ ନପାଇବା ଓ ଯନ୍ତ୍ରଣା…
ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା
ଭୁବନ : ଆଜାଦୀ କା ଅମୃତ ମହୋସôବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ନୂଆ ଭୁବନ ଶିବ ମନ୍ଦିରରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ସାରା ସହର ପରିକ୍ରମା କରିବା ପରେ ବିଦ୍ୟାର୍ଥୀ ବିହାରରେ ସମାପନ ହୋଇଥିଲା ।…
ଆମ୍ ଆଦମୀ ପାର୍ଟିର ଖବରଦାତା କାର୍ଯ୍ୟକ୍ରମ : ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ…
ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ଆଜି ଆମେ ଘୋଷଣା କରୁଛୁକି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପ୍ରଶିକ୍ଷଣ ଶିବିର ସହିତ ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ l ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି,…
ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ
ଢେଙ୍କାନାଳ: ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆଜି ୭୬ତମ ସ୍ୱାଧିନତା ଦିବସ ଧୂମ୍ଧାମ୍ରେ ପାଳନ କରାଯାଇଛି । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଦେଶର ମହାନ୍ ପୁରୁଷ, ବୀର ଓ ସହୀଦ ଯେଉଁମାନଙ୍କର ଅକ୍ଲାନ୍ତ…
ଆମ୍ ଆଦମୀ ପାର୍ଟି ର ବିଭିନ୍ନ ବ୍ଲକରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ
ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱାଧୀନତାର ଅମୃତ ମହୋତ୍ସବ ଆମ୍ ଆଦମୀ ପାର୍ଟି ପକ୍ଷରୁ ପାଳିତ ହୋଇଯାଇଛି l ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଧ୍ବଜାରୋହଣ କରିଥବା ବେଳେ ଗଁଦିଆରେ ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ସଦର ବ୍ଲକ ଭାପୁରରେ ଜିଲ୍ଲା…
ଜିଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଗୌରବ ଯାତ୍ରା ଅନୁଷ୍ଠିତ
ଢେଙ୍କାନାଳ:ଗଁଦିଆ ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ସରୋଜ ପଟ୍ଟନାୟକ, ବ୍ଲକ କଂଗ୍ରେସ କମିଟି ସଭାପତି ଶେଷଦେବ ମହାପାତ୍ର, ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର, ଜିଲ୍ଲା ଉପସଭାପତି ଡମ୍ବରୁଧର ସେଠି,…
ସ୍କୁଲ ପାଠ୍ୟ ଖସଡାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀଙ୍କ କାହାଣୀକୁ ସାମିଲ କରିବା ପାଇଁ ପ୍ରଶିକ୍ଷକଙ୍କୁ…
ଭୁବନ/ଢେଙ୍କାନାଳ: ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ୍ ଢ଼ଙ୍କାନାଳ ଜିଲ୍ଲାର ଭୁବନ ଠାରେ ସାଧାରଣ ଜନତା ଓ କର୍ମକର୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
ପ୍ରାକ୍ତନ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଶୋକ
ଢେଙ୍କାନାଳ : କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ପ୍ରାକ୍ତନ କଂଗ୍ରେସ୍ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକପ୍ରକଟ କରିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ନରସିଂହ ରାଓଙ୍କ ସରକାରରେ ସୁବାଷ ବାବୁ ସଂସଦରେ ୧୯୯୧ ରୁ ୧୯୯୫ ପର୍ଯ୍ୟନ୍ତ…
ଭୁବନ ମହିଳା ବିଜେଡି ତରଫର ଚାରାରୋପଣ
ଭୁବନ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଦେ୍ର୍ଧଶକ୍ରମେ ଦଳ ତରଫରୁ ସାରା ଓଡିଶାରେ ଚାରାରୋପଣ , ରକ୍ତଦାନ ଭଳି ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।
ଏହି କ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ…
ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାସରେ ସିଙ୍ଗାପୁର ଠାରେ ଶତାଧିକ ଦେଶର ନେତା ମାନଙ୍କର ହେବାକୁ ଥିବା କନଭେନ୍ସନରେ ଦିଲ୍ଲୀର…