Take a fresh look at your lifestyle.
Browsing Category

ରାଜନୀତି

ରାଣୀ ଅହଲ୍ୟାବାଇଙ୍କ ଜୟନ୍ତୀ ପାଳନ

ଢେଙ୍କାନାଳ(ଜ୍ଞାନରଞ୍ଜନ ଶତପଥି):  ନାରୀଶକ୍ତିର ଜୀବନ ଗାଥା ଏବଂ ରାଜମାତାରୁ ଲୋକମାତା ସାଜିଥିବା ପୁଣ୍ୟଶ୍ଳୋକ ରାଣୀ ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଅବସରରେ ଢେଙ୍କାନାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ…

ପିସିସି ଉପସଭାପତି ସସ୍ମିତା ଓ ସମ୍ପାଦିକା ଶିଳ୍ପୀଶ୍ରୀ ଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ : ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ମନ୍ଦିର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏଆଇସିସି ଦ୍ୱାରା ନବ ନିଯୁକ୍ତ ପିସିସି ଉପସଭାପତି ସସ୍ମିତା ବେହେରା ଏବଂ ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନୀଲ…

ମହିଳାଙ୍କ ପ୍ରତି ବର୍ଦ୍ଧିତ ଅତ୍ୟାଚାର ବିରୁଦ୍ଧରେ ବିଜେପିର ନିଷ୍କ୍ରିୟତା ପାଇଁ ଆମ୍ ଆଦମୀ ପାର୍ଟିର ନନ୍ଦା

ଢେଙ୍କାନାଳ: ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଅନ୍ୟତମ ରାଜ୍ୟ ସମ୍ପାଦକ ସୋସିଆଲ…

ମୋଦି ସରକାର ଏବଂ ବିଜେପିର ମୂଳପିଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭାରତର ସମ୍ବିଧାନକୁ ବିଶ୍ୱାସ କରେ ନାହିଁ

ଢେଙ୍କାନାଳ : ପିସିସି ସଭାପତି  ଭକ୍ତ ଚରଣ ଦାସ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ତରଫରୁ ରାଜ୍ୟ ବ୍ୟାପି ଚାଲିଥିବା "ସମ୍ବିଧାନ ବଂଚାଅ' ପଦଯାତ୍ରାରେ ସାମିଲ ହୋଇଥିଲେ  । ଆଜି ଅପରାହ୍ନରେ ଢେଙ୍କାନାଳ ସହରରେ ଜିଲ୍ଲାର ଗୈାରବ  ବୀର ସହିଦ ବାଜି ରାଉତଙ୍କ…

ଜିଲ୍ଲା କଂଗ୍ରେସ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

ଢେଙ୍କାନାଳ: ସ୍ଥାନୀୟ ଗାନ୍ଧୀ ମନ୍ଦିରଠାରେ ଜିଲ୍ଲା କଂଗ୍ରେସ ଦ୍ୱାରା ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ…

ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଢେଙ୍କାନାଳ ଗସ୍ତ

ଢେଙ୍କାନାଳ : ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ୫୦ଟି ପଂଚାୟତରେ ଜନ ସମ୍ପର୍କ ଯାତ୍ରା ଗତ ୨୩ ସେପ୍େଟମ୍ବର ଠାରୁ ଆରମ୍ଭ କରି ଆଜି ତା ୨୯ ରିଖରେ କଙ୍କଡ଼ାହାଡ଼ ପଂଚାୟତ ଠାରେ ସମାପ୍ତ କରିଛନ୍ତି । ପ୍ରତ୍ୟେକ ପଂଚାୟତରେ ସାଧାରଣ ଲୋକମାନେ…

ଶିକ୍ଷା ଏବଂ ଦକ୍ଷତା କେବଳ ନିଜ ପାଇଁ ନୁହେଁ, ସମାଜର ହିତ ପାଇଁ ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନ

• ସମାଜ ପ୍ରତି ଆମ ଗୁରୁ ଦାୟିତ୍ୱ ‘କର୍ତ୍ତବ୍ୟବୋଧ ମନୋଭାବ’କୁ ଆପଣାଇବା ନିହାତି ଜରୁରୀ • ନାରୀ ଶକ୍ତି ବନ୍ଦନ ଅଧିନିୟମ ଲିଙ୍ଗଗତ ସମାନତା ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ • "ଆକ୍ସେଲେରେଟିଂ ଷ୍ଟାର୍ଟଅପ ଇକୋସିଷ୍ଟମ" ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ • ଜାତୀୟ ଶିକ୍ଷା…

ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ଦ୍ୱାରା  ଆୟୋଜିତ ମେଗା ସ୍ୱାସ୍ଥ୍ୟସେବା ଶିବିରର ଲାଭ ନେଲେ ଗ୍ରାମବାସୀ

- ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଃଶୁଳ୍କ ଔଷଧର ଲାଭ ନେଲେ ନାଗରିକ - ଲୋକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କଲେ ଡାକ୍ତର

ବିଜୁ ମହିଳା ଜନତା ଦଳ ପରିବର୍ଦ୍ଧିତ କାର୍ଯ୍ୟକାରିଣି ବୈଠକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳ ସହରସ୍ଥ ମୁ୍ୟନିସିପାଲିଟି ଅଡିଟରିୟମ ଠାରେ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାପତି…

ମୋ-ଦଳର ଢେଙ୍କାନାଳ କାର୍ଯ୍ୟକର୍ତା ସମ୍ମିଳନୀ

ଢେଙ୍କାନାଳ : ମୋ-ଦଳର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ନବୀନ ସରକାର ଉପରେ ବର୍ଷିଥିଲେ । ସେ କହିଥିଲେ ନବୀନ…