Take a fresh look at your lifestyle.
Browsing Category

ଜିଲ୍ଲା ଖବର

ପୁନର୍ବାସ କେନ୍ଦ୍ରରେ ଭିନ୍ନକ୍ଷମ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ଶୁକ୍ରବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଐରା  ନିଦେ୍ର୍ଦଶକ ସୁରେଶ କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ଅନ୍ତର୍ଯ୍ୟାମୀ ରଥ ଓ ସମ୍ମାନିତ…

ମହିଳା ହିଂସା ନିରୋଧ ସଚେତନତା

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଏବଂ ସହରର ଦକ୍ଷିଣକାଳୀ କଲୋନୀ ସାହିରେ ମହିଳା ହିଂସା ନିରୋଧ ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଅନୁଷ୍ଟିତ ହୋଇଯାଇଛି । ମହିଳା ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ହିଂସା, ନିର୍ଯାତନା,…

ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ  ଅଧିବେଶନ 

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୂଖ୍ୟ ଅତିଥି ଭାବେ AITUCର ଜାତୀୟ ସମ୍ପାଦକ  ରାମକୃଷ୍ଣ ପଣ୍ଡା ଯୋଗଦେଇ ଶ୍ରମିକ ମାନଙ୍କୁ ନେଇ ସରକାରଙ୍କ ସମସ୍ତ…

୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ: ଜାତୀୟ ରାଜପଥ (ଏନ୍ ଏଚ୍ ଏ ଆଇ) କତୃପକ୍ଷ ଙ୍କ55 ନମ୍ବର ଜାତୀୟ ରାଜପଥ ନିର୍ମାଣ ରେ ଅବହେଳା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି | ରାଜପଥ ମରାମତି, ନିୟମିତ ପାଣି ସିଞ୍ଚିବା ଆଦି ଦାବି ରେ ଗୁରୁବାର କଲେଜ ବାଇପାସ ନିକଟ ରେ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିଛନ୍ତି କାଠଗଡା ଓ ଆନନ୍ଦ…

ଦୁର୍ଦ୍ଦିନରେ ଆଦିବାସୀ ଅଳଙ୍କାର କାରିଗରୀ, ମିଳୁନି ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳ

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ଗ୍ରାମପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମ ର ଆଦିବାସୀ ଅଳଙ୍କାର ର ଚାହିଦା ଦେଶ ବିଦେଶ ରେ ବଢିବାରେ ଲାଗିଛି । ମାତ୍ର ଏହି ଅଳଙ୍କାର ତିଆରି କରୁଥିବା କାରିଗର ମାନଙ୍କ ର ଯେଉଁଭଳି ବିକାଶ ହେବା କଥା ହୋଇପାରୁ ନାହିଁ । ସରକାରୀ ପ୍ରୋସôାହନ,…