Browsing Category
ଜିଲ୍ଲା ଖବର
ଢେଙ୍କାନାଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ରେ ବନମହୋତ୍ସବ
ଢେଙ୍କାନାଳ : ଢେଙ୍କାନାଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ରୁ ଅଧିକ ଗଛ ଲଗାଇ ପୃଥିବୀ କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ…
ବଣସିଂହ ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ
ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ବଣସିଂହ ରେ ଏନ୍.ଏସ.ଏସ ପ୍ରୋଗ୍ରାମ ଅଫିସ ର ଇଂରାଜୀ ଅଧ୍ୟାପକ ସତ୍ୟମକର ଦାସ ଙ୍କ ନେତୃତ୍ବରେ ରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l
ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ
ଢେଙ୍କାନାଳ : ନରେନ୍ଦ୍ରପୁର ଟାଟା ଷ୍ଟିଲ ମେରାମଣ୍ଡଳୀ(ଟିଏସଏମ) ଏବଂ ଓଡ଼ାପଡା ସାମ୍ବାଦିକ ସଂଘର ମିଳିତ ପ୍ରୟାସରେ ଆଜି ଓଡାପଡା ବ୍ଲକ ଅନ୍ତର୍ଗତ ମାଳିବିଡୋ ଗ୍ରାମରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି।
ଏହି ଅବସରରେ ଗାଁ ପରିସରରେ ଥିବା ମନ୍ଦିର ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ…
ମହର୍ଷି ବେଦ ବିଜ୍ଞାନ ବିଦ୍ୟାପୀଠରେ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ
ଢେଙ୍କାନାଳ : ଗୋବିନ୍ଦପୁରସ୍ଥିତ ମହର୍ଷି ବେଦ ବିଜ୍ଞାନ ବିଦ୍ୟାପୀଠ ପରିସରରେ ଗୁରୁପୂର୍ଣ୍ଣିମା ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃ ସମୟରୁ ସମସ୍ତ ବିଦ୍ୟାର୍ଥୀମାନେ ପ୍ରାତଃ ସଂଧ୍ୟା ଯୋଗାସନ, ପ୍ରାଣାୟମ ଓ ଭାବାତୀତ ଧ୍ୟାନ ସିଦ୍ଧି ଇତ୍ୟାଦି ଦିନଚର୍ଯ୍ୟା କରିଥିଲେ ।…
ମହିମା ମହାବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ଢେଙ୍କାନାଳ : ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟା ଶ୍ରୀମତୀ ବିନୋଦିନୀ ବେହେରା, ତା. ୩୦.୦୬.୨୦୨୩ ରିଖ ଦିନ ଚାକିରି ରୁ ସେବାନିବୃତ ହୋଇଅଛନ୍ତି।
ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.…
ମହିମା ଧର୍ମ ଧାମ ବିକାଶ ପରିଷଦ ବୈଠକ
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଶିବମନ୍ଦିର ଠାରେ ଆଜି ମହିମା ଧର୍ମଧାମ ବିକାଶ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପରିଷଦର ବରିଷ୍ଠ ସଭ୍ୟ କାଶୀନାଥ ସାମଲ ସଭାପତିତ୍ୱ କରିଥିଲେ। ବୈଠକରେ ଗଁଦିଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସଭ୍ୟମାନେ ଉପସ୍ଥିତ ଥିଲେ।
ଗଁଦିଆ ର ସମାଜ…
ଚାରା ରୋପଣ ଓ ଆଲୋଚନା ଚକ୍ର
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ମଠତେନ୍ତୁଳିଆ ବିଶ୍ବ ଏକଆତ୍ମ ପରିଷଦ ସେବା ସଦନ ତରଫରୁଷଷ୍ଠ ତମ ଚାରା ରୋପଣ ଦିବସ ଓ ଆଲୋଚନା ଚକ୍ର ଅନୁଷ୍ଠାନ ର ଆaଜୀବନ ସଭାପତି ଗଙ୍ଗାମାତା ଓ ଅନୁଷ୍ଠାନ ର ପ୍ରୁଷ୍ଠପୋଷକ ସଦାନନ୍ଦ ଭୋଇ ଙ୍କ ଅଧ୍ୟକ୍ଷତାରେ ଆଷାଢ଼ ଶୁକ୍ଳ…
ରୋଟାରାକ୍ଟ କ୍ଲବ୍ ର ଚତୁର୍ଥ ଅଧିଷ୍ଠାନ ଉତ୍ସବ
ଢେଙ୍କାନାଳ: ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳର ଚତୁର୍ଥ ଅଧିଷ୍ଠାନ ଦିବସ ରବିବାର ଦିନ ସ୍ଥାନୀୟ ରୋଟାରୀ କ୍ଲବ ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂମିତ କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ।
ରୋଟାରୀ କ୍ଲବ ଢେଙ୍କାନାଳ ର ସଭାପତି…
ଓଡ଼ିଶାର ପ୍ରତି ପରିବାରକୁ ପ୍ରତ୍ୟେକ ମାସରେ ୨୦୦ ୟୁନିଟ ଦେୟମୁକ୍ତ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି
ଢେଙ୍କାନାଳ : ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ସମସ୍ତ ସହର ଗାଁରେ ଆପ୍ର କାର୍ଯ୍ୟକର୍ତ୍ତା ଘରକୁ ଘର ବୁଲି ଓଡ଼ିଶାର ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି କରି ୫ ଲକ୍ଷରୁ ଉର୍ଦ୍ଧ୍ବ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଗତ ଜୁନ ୮ ତାରିଖରେ ଭୁବନେଶ୍ଵରରେ…
ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ଡ୍ରେନ୍ ସମସ୍ୟା
ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ବର୍ଷା ହେଲେ ସମସ୍ୟା ବଢିଯାଉଛି । ଅଂଚଳରେ ବାସ କରୁଥିବା ଲୋକମାନଙ୍କ ଘରେ ଡ୍ରେନ୍ ପାଣି ପଶିଯାଉଛି । ଏହି ସମସ୍ୟା ୧୫ ରୁ ୨୦ ବର୍ଷ ଧରି ଲାଗି ରହିଛି ।
ପୌରପରିଷଦକୁ ବାରମ୍ବାର ଜଣାଇଲେ ସୁଧା ଏହାର ସମାଧାନ କରୁନାହାଁନ୍ତି । ଏ…