Browsing Category
ଜିଲ୍ଲା ଖବର
ଢେଙ୍କାନାଳ କାରିଗର ସାହି ପକ୍ଷରୁ ଗଣେଶ ପୂଜା ପାଳିତ
ଢେଙ୍କାନାଳ: ଢେଙ୍କାନାଳ କାରିଗର ସାହି ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଯାଇଛି । ୧୯୮୩ ମସିହାରୁ ଗଣେଶ ପୂଜା ପାଳିତ ହୋଇଆସୁଅଛି । କଳସ ସ୍ଥାପନ, ମଣ୍ଡଳ ପୂଜା, ଗଣେଶଙ୍କୁ ଷୋଡ଼ଶ ଉପଚାରରେ ପୂଜା ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା ।
ପୂଜକ ଗୋବିନ୍ଦ ନନା, କର୍ତା ଦିଲୁ ମହାରଣା,…
ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ଦ୍ୱାରା ଆୟୋଜିତ ମେଗା ସ୍ୱାସ୍ଥ୍ୟସେବା ଶିବିରର ଲାଭ ନେଲେ ଗ୍ରାମବାସୀ
- ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଃଶୁଳ୍କ ଔଷଧର ଲାଭ ନେଲେ ନାଗରିକ
- ଲୋକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କଲେ ଡାକ୍ତର
ଭୁବନ ଏନ୍ ଏ ସି ତରଫରୁ ସ୍ୱଚ୍ଛତା ପକ୍ଷ ଶୁଭାରମ୍ଭ
ଭୁବନ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱଚ୍ଛତା ପକ୍ଷ ୨.୦ ର ଶୁଭାରମ୍ଭ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ୱର୍ ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ସମସ୍ତ ସ୍ୱଚ୍ଛ ସାଥୀ,ସୁପର…
ଭୁବନ ରେ ବିଶ୍ଵକର୍ମା ପୂଜା
ଭୁବନ : ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି। ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନ ।
ଜନସ୍ବାସ୍ଥ୍ୟ ବିଭାଗ,ବିଦ୍ୟୁତ୍ ବିଭାଗ,ଘରୋଇ ଗାଡ଼ି ମାଲିକ ଜନ ମଙ୍ଗଳ ସଂଘ,ଡ଼୍ରାଇଭର ସଂଘ ପକ୍ଷରୁ ପ୍ରଭୁ ବିଶ୍ଵକର୍ମା ଙ୍କ ମୂର୍ତ୍ତି ପୂଜା…
ଅପୂର୍ବ ରଞ୍ଜନ ଭୁବନ ଏନ୍ ଏ ସି ର ନୂଆ ନିର୍ବାହୀ ଅଧିକାରୀ
ଭୁବନ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଅପୂର୍ବ ରଞ୍ଜନ ଆଏଚ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଶ୍ରୀଯୁକ୍ତ ଆଏଚ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ତହସିଲ ରେ ଅତିରିକ୍ତ ତହସିଲଦାର ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ…
ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ପରିସରରେ ସଂସ୍କୃତି ଭବନ ଓ ବ୍ରଜନାଥ ପାଠାଗାରରେ ଲାଉପାଳରେ ଜନ୍ମିତ,ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ୭୯ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା -୨୦୨୩ ବସନ୍ତ କୁମାର…
ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ତୃତୀୟ ସହ ଭ।ଗୀ ବୈଠକ
ଗନ୍ଦିଆ : ଗନ୍ଦିଆ ବ୍ଲକ଼ଅନ୍ତର୍ଗତ ଦେଓଗାଁଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତ୍ରର୍ଗତ ପ୍ରଧାନଶିକ୍ଷକ ମାନଙ୍କର ତୃତୀୟ ସହ ଭ।ଗୀ ବୈଠକ କେନ୍ଦ୍ର ସାଧନ ସଂଯୋଜକ ବିଦ୍ୟାଧର ପରିଡାଙ୍କ ଦ୍ଵାରା ଆହ୍ଵାନ କରାଯାଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବାରଟି ସ୍କୁଲ ମଧ୍ଯରୁ ନଅଟି ସ୍କୁଲର…
ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର
ଢେଙ୍କାନାଳ :ପରଜଙ୍ଗ ସ୍ଥିତ ପାଣି ପଞ୍ଚାୟତ ସଭା ଗୃହରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଏମଏଲଏ ଡାଃ ନୃସିଂହ ଚରଣ ସାହୁ ଯୋଗଦାନ କରିଥିଲେ । ତତସହିତ ଶ୍ରୀଯୁକ୍ତ ନିରାକାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ,…
ମହିମାଗାଦିରେ ୧୭ତାରିଖ ବ୍ରାହ୍ମ ମୂହୁର୍ତ୍ତରେ ପ୍ରଭୁଙ୍କୁ ନବାନ୍ନ ଅର୍ପଣ
ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ବିଶ୍ଵ ପ୍ରସିଦ୍ଧ ମହିମାଗାଦିରେ ନବାନ୍ନ ଉତ୍ସବ ପାଇଁ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ୧୭ତାରିଖ ପ୍ରାତଃ ବ୍ରାହ୍ମ ମୂହୁର୍ତ୍ତରେ ପାରମ୍ପରିକ ଭାବେ ଅହ୍ମଣିଆ ମଣ୍ଡପ ଠାରେ ନୂତନ ଚୁଡ଼ା,ଗୁଡ଼,କଦଳୀ,ଶେଓ,ନଡ଼ିଆ, ଅଙ୍ଗୁର ପ୍ରଭୁତି ସୁସ୍ୱାଦୁ ଫଳ,…
ଓଡିଶା ମୋ ପରିବାର ପକ୍ଷରୁ ୧୮୧ ୟୁନିଟ୍ ରକ୍ତ ସଂଗ୍ରହ
ଢେଙ୍କାନାଳ: ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ଜାଣି ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ଓମ୍ ପ୍ରକାଶ ନାୟକ ଓ ଛାତ୍ରନେତା ଅଭିଜିତ୍ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧନ ଓ…