ସାତଦିନିଆ ଓଡିଶା ଗସ୍ତରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ
ଭୁବନେଶ୍ଵର : ବର୍ତ୍ତମାନ ଦେଶ ଜଳୁଛି । ଦରଦାମ ବୃଦ୍ଧି, ବେରୋଜଗାରୀ ଓ ଭ୍ରଷ୍ଟାଚାର ଭାରତକୁ ବ୍ୟତିବ୍ୟସ୍ତ କରିପକାଉଛି । ଗାନ୍ଧୀଙ୍କ ନେତୃତ୍ୱରେ ହାସଲ ହୋଇଥିବା ସ୍ଵାଧୀନତାକୁ ଭିକ ବୋଲି କୁହାହୋଇ ତାଙ୍କ ଫଟୋକୁ ଗୁଳି ମରାହେଉଛି । ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଭଙ୍ଗାହୋଇ ସପ୍ତ ତାରକା…