ମହିମାହାବିଦ୍ୟାମଳୟ ଇଂରାଜୀ ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର
ଯୋରନ୍ଦା : ମହିମା ମହାବିଦ୍ୟାଳୟ ଯୋରନ୍ଦାର ଇଂରାଜୀ ବିଭାଗରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ Role of Nature in Kalidasa's Abhijnana Shakuntalam ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡ଼ଃ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା…