Author
Ruparekha News 1520 posts 0 comments
ଦଶହରା ବଳଦ ଯାତ୍ରା ଓ ବୁଦ୍ଧେଶ୍ବର ଜିଲ୍ଲା ୱେବ ସାଇଟରେ ସ୍ଥାନିତ ନ ହେବାକୁ ନେଇ କ୍ଷୋଭ ପ୍ରକାଶ
ଭୁବନ, ୧୦/୯: ପ୍ରସିଦ୍ଧ ଭୁବନ ଗଣେଶ ମେଳଣ ମହୋତ୍ସବ-୨୦୨୬ ଅବସରରେ ଗଣେଶ ମେଳଣ ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ପ୍ରବନ୍ଧ ପ୍ରତିଯୋଗିତାରେ ୧୫୮ ଜଣ ଓ ଚିତ୍ରାଙ୍କନରେ ୧୨୧ ଜଣ…
ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ରାକେଟ ଠାବ, ୪ ଗିରଫ
ଢେଙ୍କାନାଳ , ୮ା୯ (ଜ୍ଞାନ ରଞ୍ଜନ ଶତପଥୀ ): କେନ୍ଦୁଝର ଜିଲ୍ଲାର ଖଣି ଓ ଶିଳ୍ପାଞ୍ଚଳରେ ନାମୀଦାମୀ କମ୍ପାନୀର ବ୍ରାଣ୍ଡ ନାମ ବ୍ୟବହାର କରି ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ଓ ବିକ୍ରି କରୁଥିବା ଏକ ରାକେଟକୁ ବଡ଼ବିଲ ପୁଲିସ ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ…
ଏସ୍ପି କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ
ଅନୁଗୋଳ, ୭ା୯ (ନି ପ୍ର ): ଅନୁଗୋଳ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦୀର୍ଘଦିନ ଧରି ଏକାଧିକ ସ୍ଥାନରେ କାର୍ଯ୍ୟରତ ରହିବା, ଦପ୍ତରୀୟ ଚିଠିପତ୍ରର ଠିକ୍ ସମୟରେ ଫଇସଲା ନ ହେବା ଏବଂ ହୋମଗାର୍ଡ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ସତ୍ତ୍ୱେ କାର୍ଯ୍ୟରେ ଯୋଗଦାନ ନ କରିବା ଭଳି…
ହରିପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ
୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଉଦ୍ଧାର, କଣ୍ଡକ୍ଟର ଆହତ
ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନ : ଢେଙ୍କାନାଳର ୧ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ
ଢେଙ୍କାନାଳ , ୪ା୯ (ନି ପ୍ର ): ନୂଆଖାଇ ପୂର୍ବରୁ ତଥା ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ଡିବିଟି ମାଧ୍ୟମରେ ରାଜ୍ୟର ୪୧ଲକ୍ଷରୁ ଅଧିକ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ ୮୩୩ କୋଟିରୁ ଊର୍ଦ୍ଧ୍ୱ…
ସେବା ସଂକଳ୍ପ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା
ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସେବା ଓ ସମର୍ପଣର ୨୫ବର୍ଷ ପୂର୍ତି ଅବସରରେ ମାସେ ବ୍ୟାପୀ ଆରମ୍ଭ ହୋଇଥିବା ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ପୌରହିତ୍ୟରେ ଏକ…
ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ‘ଦ୍ରୁତ, ନିଖୁଣ ଓ ସୁବିଧାଜନକ ଖାଦ୍ୟଶସ୍ୟ ବଣ୍ଟନ ଦିଗରେ ଭାରତ ଅଗ୍ରଣୀ’: ନୋଜୋମି…
ଢେଙ୍କାନାଳରେ ଆଜି ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’ ଉଦ୍ଘାଟିତ ହୋଇଛି। ଓଡ଼ିଶା ସରକାର ଏବଂ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ (WFP)ର ମିଳିତ ପଦକ୍ଷେପରେ ଏହି ପ୍ରଯୁକ୍ତିଭିତ୍ତିକ ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଛି।
ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ (UNWFP),…
ପରିବେଶ ସୁରକ୍ଷା ପାଇଁ Team DADAର ଆଉ ଏକ ସଫଳ ପଦକ୍ଷେପ
🌱🌳 ପରିବେଶ ସୁରକ୍ଷା ପାଇଁ Team DADAର ଆଉ ଏକ ସଫଳ ପଦକ୍ଷେପ 🌳🌱
DADA (Dhenkanal Angul Development Association) ପକ୍ଷରୁ ଆଜି ଋତୁର ଦ୍ୱିତୀୟ ବୃକ୍ଷରୋପଣ ଅଭିଯାନ ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସୋରାଟ, କଡୁଆମୋଡ଼ା ନିକଟସ୍ଥ ଖରିଦାଳୀ ଗ୍ରାମ ପଞ୍ଚାୟତ ହାଇସ୍କୁଲ୍ର ସୁନ୍ଦର ପରିସରରେ…
ସୁଭଦ୍ରା ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ, ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହତ୍ୟା
ଢେଙ୍କାନାଳ, ୨୯ ।୮ (ନି.ପ୍ର.) : ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ଥିବା ପାଇଖାନା ଟାଙ୍କି ଗାତରେ ପୋତି ଦେଇଥିବା ନେଇ ସ୍ୱାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ…