Take a fresh look at your lifestyle.

ଢେଙ୍କାନାଳ ରେ ସାଇ ବାବା ଙ୍କ ପାଲିଙ୍କି ଶୋଭାଯାତ୍ରା

0 15

Get real time updates directly on you device, subscribe now.

ଢେଙ୍କାନାଳ: ମୀନା ବଜାର କୁମ୍ଭାର ସାହି ଠାରେ ଆଜି ଶ୍ରୀ ସାଇ କୃଷ୍ଣାୟ ବିଗ୍ରହ ମନ୍ଦିର ର ବାର୍ଷିକ ପ୍ରତିଷ୍ଠା ମହୋତ୍ସବ ପାଳିତ ହୋଇଛି।  ପ୍ରାତଃ କାକଟ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ଫୁଲ ହାରରେ ସୁସାର୍ଜିତ କରାଯାଇ ଓ ବିଭିନ୍ନ ପୂଜାର୍ଚନା କରାଯାଇ ବିଭିନ୍ନ ଭୋଗ ଲାଗି କରାଯାଇଥିଲା।

ସନ୍ଧ୍ୟା ସମୟରେ ବାବା ଙ୍କୁ ସୁସର୍ଜିତ ପାଲିଙ୍କିରେ ସହର ରେପରିକ୍ରମା କରାଯାଇଥିଲା, ଏବଂ ଛୋଟ ପିଲା ମାନଙ୍କୁ ରାମ, ଲକ୍ଷ୍ମ ମଣ, ସୀତା ଓ ହନୁମାନ ବେଶରେ ପରିକ୍ରମା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.