Take a fresh look at your lifestyle.
Yearly Archives

2025

କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ୯୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଢେଙ୍କାନାଳ (ପ୍ରଶାନ୍ତ ତ୍ରିପାଠୀ ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ପ୍ରାୟ ୯୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ଓ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ

ଭବାନୀପାଟଣା(ହିମାଂଶୁ ତ୍ରିପାଠୀ ):କଳାହାଣ୍ଡି ଜିଲ୍ଲା ସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପରିଷଦ କଳାହାଣ୍ଡି ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ…

୫୮୪ ମାର୍କ ରଖି ଆଶିଶ୍‍ କୁମାର ସାହୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଟପ୍ପର୍‍

ଢେଙ୍କାନାଳ(ମଦନ ମୋହନ ଶତପଥି): ଆଜି ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ଢେଙ୍କାନାଳର ଇ-ଟେକ୍‍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ବାର କୀର୍ତ୍ତିମାନ୍ ସ୍ଥାପନ କରିଛି। ଚଳିତ ବର୍ଷ ବିଦ୍ୟାଳୟର ୨୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ…

ଜୀବେ ଦୟା

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ ଭବ୍ୟା ରାତ୍ରି ଟିଉଶନରୁ ପାଠପଢ଼ି ଘରକୁ ଫେରିଲା । ପରିବାରର ଅନ୍ୟମାନଙ୍କୁ ଖାଦ୍ୟ ପରଶିବା ସହ ଭବ୍ୟାକୁ ମଧ୍ୟ ତା'ର ବୋଉ ଖାଦ୍ୟ ବାଢ଼ି ଦେଲେ । ଭବ୍ୟା ଖାଇସାରି ବିଛଣାରେ ଗଡ଼ପଡ଼ ହୋଇଥାଏ । ତାକୁ ନିଦ ଆସୁନଥାଏ ।ଶେଷରେ ଭବ୍ୟାର ବୋଉ ରାତ୍ରି ଭୋଜନ…

ଦିଲ୍ଲୀ ପବ୍ଲିକ ସ୍କୁଲ ର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ (ମଦନ ମୋହନ ଶତପଥି ): ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ପରିସରରେ ଦିଲ୍ଲୀପବ୍ଲିକସ୍କୁଲ, ଢେଙ୍କାନାଳର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ…

ଇ – ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେଧାବୀ ସମ୍ବର୍ଦ୍ଧନା ସମାରୋହ

ଢେଙ୍କାନାଳ(ମଦନ ମୋହନ ଶତପଥି ) : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ନିକଟସ୍ଥ ମଙ୍ଗଳପୁର ଠାରେ ଅବସ୍ଥିତ ଇ-ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ୯୦% ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ…

ବାବା ଆଖଣ୍ଡଳମଣୀଙ୍କ ଦେବ ବିବାହ ପାଇଁ ନିର୍ବନ୍ଧ

ଢେଙ୍କାନାଳ(ଜ୍ଞାନ ରଞ୍ଜନ ଶତପଥି ): ଢେଙ୍କାନାଳ ସହରର ଭାଗିରଥିସାଗର ସ୍ଥିତ ବାବା ଶ୍ରୀ ଶ୍ରୀ ଆଖଣ୍ଡଳମଣିଙ୍କର ଦେବ ବିବାହ ଓ ଶୀତଳ ଷଷ୍ଠୀ ପର୍ବ ପାଇଁ ନିର୍ବନ୍ଧ ନୀତି ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ନିର୍ବନ୍ଧ…

ପିସିସି ଉପସଭାପତି ସସ୍ମିତା ଓ ସମ୍ପାଦିକା ଶିଳ୍ପୀଶ୍ରୀ ଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ : ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ମନ୍ଦିର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏଆଇସିସି ଦ୍ୱାରା ନବ ନିଯୁକ୍ତ ପିସିସି ଉପସଭାପତି ସସ୍ମିତା ବେହେରା ଏବଂ ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନୀଲ…

ସରକାରୀ ଜାଗାରେ ଗଢି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର

ଢେଙ୍କାନାଳ : ସରକାରୀ ଜାଗାରେ ଗଢି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର I ସତସଙ୍ଗ କେନ୍ଦ୍ର ର ଭକ୍ତ ମାନଙ୍କ ପ୍ରବଳ ବିରୋଧ ସତ୍ୱେ ବେଆଇନ ଘର ,ଉପାସନା କେନ୍ଦ୍ର କୁ ଉଛେଦ କରାଯାଇଛି I ସଦର ଉପଜିଲାପାଳ ବିବୁଧ ଗଡ଼ନାୟକ,ତହସିଲଦାର ସ୍ୱାଧୀନ ବେହେରା , ସଦର ଥାନା ଅଧିକାରୀ…

ଶ୍ରମିକ, କୃଷକଙ୍କ ୧୭ଦଫା ଦାବି ପାଇଁ ମଇ ୨୦ ଧର୍ମଘଟ ସଫଳତା ପାଇଁ ଆହ୍ୱାନ

ଢେଙ୍କାନାଳ : ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି. , ସି.ଆଇ.ଟି.ୟୁ, ଏ.ଆଇ.ସି.ସି.ଟି.ୟୁ., ଏଚ୍.ଏମ୍.ଏସ୍., ଏଲ୍.ପି.ଏଫ., ଟି.ୟୁ.ସି.ସି., ୟୁ.ଟି.ୟୁ.ସି. ଏବଂ କର୍ମଚାରୀଙ୍କ ସ୍ୱାଧୀନ ଫେଡେରେସନ୍ ପ୍ରମୁଖଙ୍କ ଡାକରାରେ ମଇ ୨୦ ଦେଶବାପୀ ସାଧାରଣ ଧର୍ମଘଟକୁ…