Take a fresh look at your lifestyle.
Monthly Archives

May 2025

ଇ – ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେଧାବୀ ସମ୍ବର୍ଦ୍ଧନା ସମାରୋହ

ଢେଙ୍କାନାଳ(ମଦନ ମୋହନ ଶତପଥି ) : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ନିକଟସ୍ଥ ମଙ୍ଗଳପୁର ଠାରେ ଅବସ୍ଥିତ ଇ-ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ୯୦% ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ…

ବାବା ଆଖଣ୍ଡଳମଣୀଙ୍କ ଦେବ ବିବାହ ପାଇଁ ନିର୍ବନ୍ଧ

ଢେଙ୍କାନାଳ(ଜ୍ଞାନ ରଞ୍ଜନ ଶତପଥି ): ଢେଙ୍କାନାଳ ସହରର ଭାଗିରଥିସାଗର ସ୍ଥିତ ବାବା ଶ୍ରୀ ଶ୍ରୀ ଆଖଣ୍ଡଳମଣିଙ୍କର ଦେବ ବିବାହ ଓ ଶୀତଳ ଷଷ୍ଠୀ ପର୍ବ ପାଇଁ ନିର୍ବନ୍ଧ ନୀତି ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ନିର୍ବନ୍ଧ…

ପିସିସି ଉପସଭାପତି ସସ୍ମିତା ଓ ସମ୍ପାଦିକା ଶିଳ୍ପୀଶ୍ରୀ ଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ : ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ମନ୍ଦିର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏଆଇସିସି ଦ୍ୱାରା ନବ ନିଯୁକ୍ତ ପିସିସି ଉପସଭାପତି ସସ୍ମିତା ବେହେରା ଏବଂ ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନୀଲ…

ସରକାରୀ ଜାଗାରେ ଗଢି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର

ଢେଙ୍କାନାଳ : ସରକାରୀ ଜାଗାରେ ଗଢି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର I ସତସଙ୍ଗ କେନ୍ଦ୍ର ର ଭକ୍ତ ମାନଙ୍କ ପ୍ରବଳ ବିରୋଧ ସତ୍ୱେ ବେଆଇନ ଘର ,ଉପାସନା କେନ୍ଦ୍ର କୁ ଉଛେଦ କରାଯାଇଛି I ସଦର ଉପଜିଲାପାଳ ବିବୁଧ ଗଡ଼ନାୟକ,ତହସିଲଦାର ସ୍ୱାଧୀନ ବେହେରା , ସଦର ଥାନା ଅଧିକାରୀ…

ଶ୍ରମିକ, କୃଷକଙ୍କ ୧୭ଦଫା ଦାବି ପାଇଁ ମଇ ୨୦ ଧର୍ମଘଟ ସଫଳତା ପାଇଁ ଆହ୍ୱାନ

ଢେଙ୍କାନାଳ : ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି. , ସି.ଆଇ.ଟି.ୟୁ, ଏ.ଆଇ.ସି.ସି.ଟି.ୟୁ., ଏଚ୍.ଏମ୍.ଏସ୍., ଏଲ୍.ପି.ଏଫ., ଟି.ୟୁ.ସି.ସି., ୟୁ.ଟି.ୟୁ.ସି. ଏବଂ କର୍ମଚାରୀଙ୍କ ସ୍ୱାଧୀନ ଫେଡେରେସନ୍ ପ୍ରମୁଖଙ୍କ ଡାକରାରେ ମଇ ୨୦ ଦେଶବାପୀ ସାଧାରଣ ଧର୍ମଘଟକୁ…

ପ୍ରେମ କରି ଛେଚା ଖାଇଲେ ବିବାହିତ ପୁରୁଷ ଓ ବିଧବା ମହିଳା

ଗଁଦିଆ (ସୌମ୍ୟ ରଞ୍ଜନ ମହାନ୍ତି ) : ସୋସିଆଲ ମିଡ଼ିଆ ରେ  ପ୍ରେମ ସମ୍ପର୍କ ସ୍ଥାପନ କରି ଜଣେ ବିବାହିତ ପୁରୁଷ ଓ ଜଣେ ବିଧବା ମହିଳା ହୀନସ୍ତା ହେବାର ଦେଖିବାକୁ ମିଳିଛି l ପତ୍ନୀ ଙ୍କ ମାଡ ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଲହୁଲୁହାଣ ହୋଇଛନ୍ତି I ଏହି ଘଟଣା ଏବେ ଗଁଦିଆରେ ଚର୍ଚ୍ଚା ର ବିଷୟ…

ପି- ଏମ ଜନମନ ଓ ଧରତୀ ଆବା ଗ୍ରାମ୍ୟ ଉନ୍ନତ ଅଭିଯାନରେ ସାମାଜିକ ଓ ଅର୍ଥନୈତିକ ବିକାଶ ପରିଲକ୍ଷିତ ହେଉଛି : ଜିଲ୍ଲାପାଳ

* ପି- ଏମ ଜନମନ ଯୋଜନରେ ଜିଲ୍ଲାର ୭ ଗୋଟି ବ୍ଲକର ୧୧୨ଟି ଗ୍ରାମ ଅନ୍ତର୍ଭୁକ୍ତ * ଧରତୀ ଆବା ଗ୍ରାମ୍ୟ ଉନ୍ନତ ଅଭିଯାନରେ ଜିଲ୍ଲାର ୬ଗୋଟି ବ୍ଲକର ୧୧୭ ଟି ଗ୍ରାମ ଅନ୍ତର୍ଭୁକ୍ତ

ସିବିଏସଇ ଦଶମ ପରୀକ୍ଷା ଫଳ: ଜିଲ୍ଲାରେ ସର୍ବୋଚ୍ଚ ସ୍ଥାନ ରେ ଅମରେଶ ତ୍ରିପାଠୀ

ଢେଙ୍କାନାଳ : ଆଜି ଅପରାହ୍ନରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ ) ତରଫରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ ହୋଇଅଛି। ଏଥ‌ିରେ ଢେଙ୍କାନାଳ ଜିଲ୍ଲାର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।…

ଅନ୍ୟ ର ବାରମ୍ବାର ଦୋଷ ଦେଖିବା ଏକ ବେମାରୀ

ଢେଙ୍କାନାଳ (ଦିଲୀପ ସାହାଣୀ ): ଢେଙ୍କାନାଳ ମହିଷାପଟ ସ୍ଥିତ ଶାନ୍ତି ନଗର ଠାରେ ଗତକାଲି ସନ୍ଧ୍ୟା ରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱାବିଦ୍ୟାଳୟ ଶାନ୍ତି ନଗର ଶାଖା ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏହି ଉତ୍ସବ ରେ ମୁଖ୍ୟ ସଞ୍ଚଳିକା ବି କ ଉଷା ପରାମତ୍ମା ଦତ୍ତ ରାଜଯୋଗ ଓ…

ବୁଦ୍ଧ ଓ ବୌଦ୍ଧ ଧର୍ମ ଆଜିର ବିକ୍ଷୁବ୍ଧ ଜଗତର ମଙ୍ଗଳ ପାଇଁ ଏକମାତ୍ର ସଫଳ ମାର୍ଗ

ଢେଙ୍କାନାଳ(ଦୀପକ ମିଶ୍ର) : ଆଜି ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଅମଲା ପଡା ସ୍ଥିତ ବୈଜ୍ଞାନିକ ଡ.ଦାଶରଥି ମିଶ୍ର ପାର୍କ ଠାରେ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ପକ୍ଷରୁ ବୁଦ୍ଧ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ଆବାହକ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ଵରେ ଐତିହ୍ୟ…