Take a fresh look at your lifestyle.
Yearly Archives

2023

ମହିମା ମହାବିଦ୍ୟାଳୟରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ମହିମାଗାଦି, ତା ୧୮.୧୧ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟ କ୍ରମରେ ଡକ୍ଟର ଆଶୁତୋଷ ମିଶ୍ର ଏବଂ ଫାର୍ମାଶିଷ୍ଟ ଶ୍ରୀ ଦେବାଶିଷ…

ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ୨୯୨ ଭିନ୍ନକ୍ଷମ ପଞ୍ଜୀକୃତ

ଭୁବନ ୧୮.୧୧- ଭୁବନ ବ୍ଲକ ପ୍ରଶାସନ ତରଫରୁ ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ମାନସିକ…

ଭୁବନ ଥାନା ରେ ନୂତନ ଆଇଆଇସି ଭାବେ ଯୋଗଦେଲେ ନରେଶ ସାହୁ

ଭୁବନ ୧୮.୧୧- ଭୁବନ ଥାନା ରେ ନୂତନ ଆଇଆଇସି ଭାବେ ନରେଶ କୁମାର ସାହୁ ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ସାହୁ ପୂର୍ବତନ ଆଇଆଇସି ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ବିଦାୟୀ ଆଇଆଇସି ଶ୍ରୀଯୁକ୍ତ ପଟ୍ଟନାୟକ ଢେ଼ଙ୍କାନାଳ ଜିଲ୍ଲା ହେଡ କ୍ୱାଟର କୁ ବଦଳି…

ମହିମା ମହାବିଦ୍ୟାଳୟରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ମହିମାଗାଦି, ତା ୧୭.୧୧  - ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରହିତ୍ୟରେ ବାଲ୍ୟ ବିବାହ, ଯୌନ ନିର୍ଯାତନା, ଶିଶୁ ଶ୍ରମିକ ଏବଂ ମାନବ ଚାଲାଣ ସମ୍ପର୍କୀୟ ଆଲୋଚନା +୨ ଛାତ୍ରଛାତ୍ରୀ ଏବଂ +୩ ଛାତ୍ରଛାତ୍ରୀ ମାନଙ୍କୁ…

ମହିମା ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟ କ୍ରମ

ମହିମାଗାଦି, ୧୭/୧୧-  ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନକ ଭୋଟର ଲିଷ୍ଟ ରେ ପଞ୍ଜୀକରଣ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।…

୫୩ ନଂ ଜାତୀୟ ରାଜପଥରେ ଟିପର – ବାଇକ୍ ଧକ୍କା ଜଣେ ମୃତ, ଦୁଇ ଗୁରୁତର ।

ଢେଙ୍କାନାଳ: ଡ଼ୁବୁରୀ - ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ର କାମାକ୍ଷା ନଗର ଥାନା ଅନ୍ତର୍ଗତ ଜିରିଡାମାଳି - ମାଳପୁରା ବାଇପାସ୍ ଛକ ନିକଟରେ ଏକ ଆଇରନ ବୋଝେଇ ଟିପର ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର…

ଜାତୀୟ ପ୍ରେସ ଦିବସ ପାଳିତ:”କୁତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମ “ଶୀର୍ଷକ ଆଲୋଚନା ଚକ୍ର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ରେ ଜାତୀୟ ପ୍ରେସ ଦିବସ ପାଳିତ ହେଇଯାଇଛି l ଏହି ଅବସରରେ ମୁନିସିପାଲିଟି ଅଡିଟୋରିୟମରେ ଜାତୀୟ ପ୍ରେସ ଦିବସ ତଥା "କୁତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମ "ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ…

ଗଣତନ୍ତ୍ର ସୁଦୃଢ଼ ପାଇଁ ସାମ୍ବାଦିକଙ୍କ ଭୂମିକା ପ୍ରୟୋଜନ – ଜିଲାପାଳ

ଢେଙ୍କାନାଳ :ସାମ୍ବାଦିକମାନେ ବିଭିନ୍ନ ଅଞ୍ଚଳର ଖବରକୁ ସଠିକ୍ ଢଙ୍ଗରେ ସରକାର ଏବଂ ପ୍ରଶାସନ ନିକଟରେ ପହଞ୍ଚାଇଥାନ୍ତି । ଫଳରେ ସମାଜର ଦୁର୍ବଳ ଶ୍ରେଣୀର ଉନ୍ନତି ହୋଇଥାଏ । ଗଣତନ୍ତ୍ରକୁ ସୁଦୃଢ଼ ଏବଂ ଶକ୍ତିଶାଳୀ କରିବାରେ ସାମ୍ବାଦିକଙ୍କର ଭୂମିକା ନିହାତି ପ୍ରୟୋଜନ ବୋଲି ଢେଙ୍କାନାଳ…

ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ

ଢେଙ୍କାନାଳ: ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ  ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ…

ନିଜ ବିଦ୍ୟାଳୟ କୁ ସାହାଯ୍ୟ ସହଯୋଗ କରିବାକୁ ଆହ୍ବାନ

ଭୁବନ : ଭୁବନ ର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ " ଜଗବନ୍ଧୁ ଜରାଶ୍ରମ" ଆନୁକୁଲ୍ୟରେ ଏବଂ ରାମକୃଷ୍ଣ ବିବେକାନନ୍ଦ ମିଶନ, ବାରାକ ପୁର, କଲିକତା ସହଯୋଗରେ ପବିତ୍ର ଶିଶୁ ଦିବସ ଅବସରରେ ସ୍ଥାନୀୟ ଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ •√ ଶରତ ଚନ୍ଦ୍ର ଶିକ୍ଷା ସମ୍ମାନ ପ୍ରଦାନ…