Take a fresh look at your lifestyle.

ଚାଷୀ କୁଳ ହତାଶ,ଚାଷୀ ଦୁଃଖ ବୁଝିବ କିଏ , ଦୁଇଟି ପାଣି ମଟର ଚୋରି

0 6

ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଗ୍ରାମ ର ୦୧ ନମ୍ବର ମା ମଙ୍ଗଳା ପାଣି ପଞ୍ଚାୟତ ଏବଂ ୦୩ ନମ୍ବର ଶ୍ରୀ ରାମ ପାଣି ପଞ୍ଚାୟତ ରେ ପୁଣି ରାତିରେ କୋହି ଦୁର୍ବୁତ ୨ଟି ପାଣି ମଟର ଚୋରୀ କରୀ ନେଇଥିବା ଜଣl ପଡିଛି ତା ସହିତ ଏକ ସୋଲାର ମେସିନ୍ ଚୋରୀ ହୋଇଥିବା ଜଣା ପଡିଛି l

ଘଟଣା ଋ ପ୍ରକାଶ ଜେ ଏହି ଦୁଇଟି ଯାକ ପ୍ରକଳ୍ପ ଋ ପ୍ରାୟ ୭୦ ଏକର ଜମିରେ ଚାଷୀ ମାନେ ଜୀବିକା ନିର୍ବାହ କରୀ ଥାନ୍ତି l ପ୍ରକାଶ ଥାଉକି ଗତ ବର୍ଷ ଏହୀ ସମୟରେ ଦୁଇଟୀ ଯାକ ଚୋରୀ ହୋଇଲା l ଗରିବ ଚାଷୀ ମନେ ଟଙ୍କା ଧାର ଉଧାର କରୀ ବିଭିର୍ନ୍ ସରକାର କାର୍ଯ୍ୟଳୟ କୁ ଧାଇଁ ଧାଇଁ ଶେଷରେ ସରକାରଙ୍କ ତରଫରୁ ମିଳି ଥିଲା l

କିନ୍ତୁ ଠିକ୍ ବର୍ଷେ ନ ପୁରୁଣୁ ଏହୀ ପ୍ରକଳ୍ପ ଚୋରୀ ହୋଇଛି | ସତରେ ଏପରି ଅମାନୁଷିକ କାର୍ଯ୍ୟ ଜନସମାଜକୁ କେତେ କ୍ଷତିରେ ପକାଉଛି‌। ବାକି ରହିଲା ଦେଖିବାକୁ କେତେ ସକ୍ରିୟ ଆମ ପ୍ରଶାସନ ଓ କେବେ ହେଉଛି ଏହି ଘଟଣାର ପର୍ଦ୍ଧାଫାଶ। ତୁରନ୍ତ ସହାୟତା ର ହାତ ବଢ଼ାଇବା ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତିି

- Advertisement -

Leave A Reply

Your email address will not be published.