Take a fresh look at your lifestyle.
Yearly Archives

2022

ଧାନମଣ୍ଡିକୁ ନେଇ ସମବାୟ ସମିତି ଫାଟକରେ ତାଲା ପକାଇ ଧାରଣା

 ଢେଙ୍କାନାଳ: ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ସମବାୟ ସମିତିରେ ଧାନ ମଣ୍ଡିକୁ ଏକ ନିର୍ଦ୍ଦିଷ୍ଟଗୋଷ୍ଠୀକୁ ଦେବାକୁ ନେଇ ମହିଳା ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । ଧାନ ମଣ୍ଡିକୁ ନେଇ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ଗେଟରେତାଲା ପକାଇ ନାରାବାଜି କରିଥିବାର ଜଣାପଡିଛି । ଗଦାଶିଳା…

ମହିଳାଙ୍କ ଠାରୁ ସୁନା ଝାମ୍ପିନେଲେ ଦୁର୍ଵୁତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଶାମଳ ଜଙ୍ଗଲ ନିକଟରେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ଦୁର୍ଵୁତ ମାନେ ସୁନା ଲୁଟ ହୋଇଛି । ଏ ସଂକ୍ରାନ୍ତରେ ଭୁବନ ଥାନାରେ କେସ ନମ୍ବର ୧୨/୨୦୨୨ ରୁଜୁ କରି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । ମହିଳା…

ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ଵାରା ବାଳିକା ଛାତ୍ରାବାସ ଉଦଘାଟିତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ କଲେଜରେ ଗୁରୁବାର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଳିକା ମାନଙ୍କ ପାଇଁ ନିର୍ମାଣ ହୋଇଥିବା ନୂତନ ଛାତ୍ରାବାସ ଉଦଘାଟନ କରିଛନ୍ତି ।  ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ମନ୍ତ୍ରୀକୁ କଲେଜର ବିଭିନ୍ନ…

ଢେଙ୍କାନାଳ ଜିଲାର ଏକୁଲ ଏବଂ କୋର୍ଟ ସମେତ ୧୧ ଅପହଂଚ ଗାଁରେ ହେବ ମୋବାଇଲ୍ ଟାୱାର ପ୍ରତିଷ୍ଠା: ମନ୍ତ୍ରୀ ଅଶ୍ୱିନୀ…

ଢେଙ୍କାନାଳ : ଢେଙ୍କାନାଳ ବିଏସ୍ଏନ୍ଏଲ୍ ଭବନ ପରିସରରେ ଭିସି ଯୋଗେ ‘କନେକ୍ଟିଂ ଦ ଅନ୍ କନେକ୍ଟେଡ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ୩୯୩୩ ଅପହଂଚ ଗ୍ରାମକୁ ମୋବାଇଲ୍ ଟାୱାର ପ୍ରତିଷ୍ଠା ହେବ ବୋଲି ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ଏବଂ…

କବି ହରମୋହନ ଦାଶ ଙ୍କ 94 ତମ ଜୟନ୍ତୀ ପାଳନ

ଢେଙ୍କାନାଳ: ଢେଙ୍କାନାଳ ଥିଙ୍କର୍ଷ ଫୋରମ ଆନୁକୂଲ୍ୟ ରେ ଢେଙ୍କାନାଳ ର ପ୍ରଖ୍ୟାତ କବି ତଥା ବିଶିଷ୍ଟ ସାହିତ୍ୟ ସଂଗଠକ, ଜିଲ୍ଲା ଲେଖକ ସଂସଦ ର ପ୍ରଥମ ପ୍ରତିଷ୍ଠାତା ସଭାପତି ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ହରମୋହନ ଦାଶ ଙ୍କର 94 ତମ ଜୟନ୍ତୀ  ଦକ୍ଷିଣ କାଳୀ ସ୍ଥିତ ସରୋଜିନୀ…

ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ :ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛନ୍ତି | ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ…

ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗିହେଲା ପହିଲି ଭୋଗ

ଢେଙ୍କାନାଳ: ମଉଡମଣୀ ରାଜଲକ୍ଷ୍ମୀ ଙ୍କ ପାଖରେ ଲିଗି ହେଲା ପହିଲି ଭୋଗ | ମୀନା ବଜାର ସ୍ଥିତ ଶ୍ରୀ ଶ୍ରୀ ମଉଡମଣୀ ରାଜ ଲକ୍ଷ୍ମୀ ଙ୍କ ପାଖରେ  ଆଜି ପୌଷ ମାସ ଶୁକ୍ଲପକ୍ଷ ର ପ୍ରଥମ ଗୁରୁବାର ଥିବାରୁ ରାଜଲକ୍ଷ୍ମୀ ଙ୍କ ପାଖରେ ପହିଲି ଭୋଗ ଲାଗି କରାଯାଇଥିଲା| ଅର୍ଣ୍ଣ, ମିଠାର୍ଣ୍ଣ, ଡାଲି, ବେସର…

ଖଜୁରିଆକଟାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ

ହିନ୍ଦୋଳ:  ଖଜୁରିଆକଟା ଠାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ନୂତନ ସଦସ୍ୟ ମlନେ ଯୋଗ ଦେଇଥିଲେ l ବ୍ଲକର ସମସ୍ତ…

ଏନଟିପିସି ନୂତନ ପନିପରିବା ବଜାର ଉଦଘାଟିତ

କଣିହାଁ: ଅନୁଗୋଳ ଜିଲା  କଣିହାଁସ୍ଥ ଏନଟିପିସି ପକ୍ଷରୁ  ଟେଲିଫୋନ ଏକ୍ସଚେଞ୍ଜ ପାଖରେ ଏକ ନୂତନ ପନିପରିବା ବଜାର ଉଦଘାଟିତ ହୋଇଯାଇଛି l  ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,  ଏବଂ ଏନଟିପିସି କଣିହାଁର  କାର୍ଯ୍ୟନିର୍ବାହୀ…