ଶତାଧିକ ସମର୍ଥକ ଙ୍କ ସହ ବିଜେଡିରେ ମିଶିଲେ ମୁନ୍ନା : ଯୋଗଦାନ ଦଳକୁ ମଜବୁତ କରିବ- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନ : ଭୁବନ ର ଯୁବ ସମାଜସେବୀ , ଶିଳ୍ପଦ୍ୟୋଗି , ୟୁଥ ଆଇକନ ଶୁଭେନ୍ଦୁ ସାହୁ (ମୁନ୍ନା) ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଶେଷରେ ଶଙ୍ଖ ଫୁଙ୍କିଲେ । ନିଜର ୨ ଶହରୁ ଉଦ୍ଧ୍ୱର୍ ସମର୍ଥକ ଙ୍କ ସହ ବାଜା,ବାଣ ରୋଷଣୀରେ ସହର ପରିକ୍ରମା କରି ପାଲାମଣ୍ଡପ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ…