ଭୁବନ ଯୁବ, ଛାତ୍ର ବିଜେଡି ତରଫରୁ ବୃକ୍ଷରୋପଣ
ଭୁବନ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତି (ରୌପ୍ୟ ଜୟନ୍ତୀ ବର୍ଷ) ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଦେ୍ର୍ଧଶ କ୍ରମେ ଦଳ ତରଫରୁ ସାରା ଓଡିଶାରେ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।
ଏହି କ୍ରମରେ ଭୁବନ ବିଜୁ ଯୁବ ଓ ଛାତ୍ର…